-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ରାଜ୍ୟ

୬ଷ୍ଟ ଦିନରେ ପହଞ୍ଚିଲା ମଦଭାଟିରେ ଆୟକର ଚଢାଉ,  ଟିଟିଲାଗଡରେ ଏକ୍ସିସ ବ୍ୟାଙ୍କର ସଂଜୟ ସାହୁଙ୍କ ୩ଲକର ଯାଞ୍ଚ

11-Dec-2023



ବଲାଙ୍ଗୀର(ପ୍ରେରଣା ଖବର)- ଆୟକର ଫାଙ୍କି ଅଭିଯୋଗରେ କେନ୍ଦ୍ରୀୟ ଏଜେନ୍ସୀ ଆଇଟି ବିଭାଗ ଗତ ବୁଧବାରଦିନ ଠାରୁ ଆଜି ପର୍ଯ୍ୟନ୍ତ ବିହାରୀ ମଦବ୍ୟବସାୟୀଙ୍କ ମଦଭାଟି ଓ ଘରେ ଖାନତଲାସୀ ଚଳାଇଛନ୍ତି । ଏପର୍ଯ୍ୟନ୍ତ କେବଳ ବଲାଙ୍ଗୀର ଜିଲ୍ଲାର ସୁଦପଡାଭାଟି ଓ ଟିଟିଲାଗଡର ସଂଜୟ ସାହୁଙ୍କ ଘରୁ ୩୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିସାରିଛି । ଏହି ଘଟଣାକୁ ନେଇ ରାଜ୍ୟରୁ ଜାତୀୟସ୍ତର ପର୍ଯ୍ୟନ୍ତ ଆଲୋଚନାର ବିଷୟ ହୋଇଛି । ଆଜି ୬ଷ୍ଠ ଦିନରେ ମଧ୍ୟ ଆଇଟି ବିଭାଗ ସୁପଡା ଭାଟିରେ ଚଢାଉ କରିବା ସହିତ ଟିଟିଲାଗଡରେ ମଦବ୍ୟବସାୟୀ ସଂଜୟ ସାହୁଙ୍କର ଏକ୍ସିସ ବ୍ୟାଙ୍କରେ ଥିବା ୩ଲକରକୁ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି । ଜବତ ନୋଟ ଗୁଡିକୁ ବଲାଙ୍ଗୀର ଷ୍ଟେଟବ୍ୟାଙ୍କରେ ଗଣତି କରାଯାଇଛି । କେହି କେହି ଜବତ ନୋଟଗୁଡିକର ମୂଲ୍ୟ ୩୦୦କୋଟି ଟଙ୍କା ଡେଇଁଥିବା କହୁଥିବା ବେଳେ ଆଉ କେହି କେହି ୪୦୦କୋଟି କହୁଛନ୍ତି । କିନ୍ତୁ ପ୍ରକୃତରେ କେତେ ଟଙ୍କା ଜବତ ହୋଇଛି ତାହା ଆୟକର ବିଭାଗ କିମ୍ବା ବ୍ୟାଙ୍କ କତ୍ତୃପକ୍ଷ ସ୍ପଷ୍ଟ କରୁନାହାଁନ୍ତି । କେହି କେହି ସୁଦପଡା ଅଣ୍ଡରଗ୍ରାଉଣ୍ଟ ରୁମରୁ ୬୦କିଲୋ ସୁନା ମଧ୍ୟ ଜବତ ହୋଇଥିବା କହୁଛନ୍ତି । କିନ୍ତୁ ଏହା କିଛି ସ୍ପଷ୍ଟ ହେଉନାହିଁ । ଗତକାଲିର ଷ୍ଟେଟବ୍ୟାଙ୍କରେ ନୋଟଗୁଡିକର ଗଣତି ପରେ ଆୟକର ବିଭାଗ କିମ୍ବା ବ୍ୟାଙ୍କ କତ୍ତୃପକ୍ଷ ଗଣମାଧ୍ୟମକୁ କିଛି ତଥ୍ୟ ଦେବା ବୋଲି ଆଶା କରାଯାଉଥିଲା । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ ଷ୍ଟେଟବ୍ୟାଙ୍କରେ ଅଟକି ରହିଥିଲେ ହେଁ କେହି କିଛି କହିଲେ ନାହିଁ । ଗଣମାଧ୍ୟମରେ ଭିନ୍ନ ଭିନ୍ନ ସୂଚନାର ଖବର ପରିବେଷଣ ହୋଇଛି । ତେଣୁ ଜନସାଧାରଣରେ ଏନେଇ ବିଭ୍ରାନ୍ତି ସୃଷ୍ଟି ହୋଇଛି । ଏହି ବିପୁଳ ପରିମାଣର ନୋଟ ଜବତ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ତାଙ୍କର ମତ ରଖି ଦୁର୍ନିତୀଖୋରଙ୍କୁ ଧରି ଜେଲରେ ପୁରାଯିବ ବୋଲି କହୁଛନ୍ତି । ସେପଟେ ରାଜ୍ୟ ବିଜେପି ଏହି ଘଟଣାରେ ଶାସକଦଳକୁ ଟାର୍ଗେଟ ମଧ୍ୟ କରିଛି । କିନ୍ତୁ ରାଜ୍ୟ କଂଗ୍ରେସଦଳ ଏନେଇ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାଁନ୍ତି । ବଲାଙ୍ଗୀର ଜିଲ୍ଲାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକଦଳର ନେତା ନରସିଂହ ମିଶ୍ର ରହିଥିଲେ ହେଁ ବଲାଙ୍ଗୀରରୁ ଏତେ ପରିମାଣର ନୋଟ ଜବତ ନେଇ ଚୁପ ରହିଛନ୍ତି । ବଲାଙ୍ଗୀର ବିଜେପି ସାଂସଦଙ୍କୁ ବିବାଦ ଭିତରେ ଟାଣିବାକୁ ବିଜେଡି ଚେଷ୍ଟା ଚଳାଇଥିବା ବେଳେ ବିଜେପିଦଳ ଟିଟିଲାଗଡର ବିଜେଡି ବିଧାୟିକା ତଥା ମନ୍ତ୍ରୀଙ୍କ ମଦ ବ୍ୟବସାୟୀଙ୍କ ସହିତ ଥିବା ସମ୍ପର୍କର ତଦନ୍ତ ଦାବି କରୁଛି । ତେବେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ନିଜେ ସାମ୍ବାଦିକ ସମ୍ବିଳନୀ କରି ଏହି ଘଟଣାର ତଦନ୍ଦ ସିବିଆଇ କିମ୍ବା ଇଡି ବିଭାଗ କରିବାକୁ ଦାବି କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like