-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
କେନ୍ଦ୍ରାପଡ଼ା, (ପ୍ରେରଣା ଖବର) - କେନ୍ଦ୍ରାପଡ଼ା ଆଳିରେ ଲଜ୍ଜ୍ୟା ! ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ୮୭ ବର୍ଷର ବୃଦ୍ଧ ଗିରଫ, ସୂଚନା ଅନୁସାରେ ଆଳି ଥାନା ବନ୍ଧସାହି ଗ୍ରାମର ୫ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ ଅଭିଯୋଗରେ ଆଜି ଜନୈକ ୮୭ ବର୍ଷର ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ, ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା!!