-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ରାଜନୀତି

ନିର୍ବାଚନ ତଡକା : ନିଜ ଶିଙ୍ଘରେ ମାଟି ଖୋଳିବାକୁ ପରାମର୍ଶ ଦେଲେ ନେତା : ଜିତିକରି ଆସ !

21-Feb-2022



ବଲାଙ୍ଗୀର  :  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟର ଭୋଟଗ୍ରହଣ ସରିଲା । ଆଉ ଦୁଇଟି ପର୍ଯ୍ୟାୟର ମତଦାନ ବାକି ଅଛି ।  ଚଳିତଥର ସରପଞ୍ଚ, ସଭ୍ୟ ଓ ଦଳୀୟ ଭିତ୍ତିରେ ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀମାନେ ବିପୁଳ ଖର୍ଚ୍ଚବାର୍ଚ୍ଚ କରୁଥିବା କୁହାଯାଉଛି । ଭୋଟ ପ୍ରତି ୩ ହଜାରରୁ ଅଧିକା ଟଙ୍କା ଦିଆଯାଉଛି ବୋଲି ଶୁଣା ଗଲାଣି । ସରପଞ୍ଚ ପ୍ରାର୍ଥୀମାନେ ଗତଥର ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଶୁଣିବାକୁ ମିଳିଥିବା ବେଳେ, ଏଥର ଆହୁରି ବେଶି ଖର୍ଚ୍ଚର ଆଶା କରାଯାଉଛି । ସେହିପରି ସମିତିସଭ୍ଯ ପ୍ରାର୍ଥୀମାନଙ୍କ ପାଇଁ ଦୁଇତିନି ଲକ୍ଷ ଖର୍ଚ୍ଚାବାର୍ଚ୍ଚାର ସହାୟତା କରିବା ବ୍ଲକ୍ ଅଧ୍ୟକ୍ଷ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆବଶ୍ୟକ ପଡୁଛି ।  ନିର୍ଦ୍ବନ୍ଦରେ ଜିତିଥିବା ପ୍ରାର୍ଥୀମାନେ ଗଧବେପାରରେ ଲକ୍ଷ ଲକ୍ଷ ଖର୍ଚ୍ଚ କରିଥିବାବେଳେ , ସଭ୍ୟ ଅପହରଣ , ଲୁଚାଇବା ସହ ଆହୁରି ମୂଲଚାଲର ଘୋଡାବେପାର ବାକି ରହିଛି । ଏହା ଆରମ୍ଭ ହୋଇଗଲାଣି ବୋଲି ଶୁଣାଗଲାଣି । ଶେଷରେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀମାନେ ନିଜ ନିଜ ଦଳର ନେତାଙ୍କ ଦୁଆରକୁ ଥାଳ ଧରି ଧାଉଁଛନ୍ତି । ତେବେ ଆମଜିଲ୍ଲାର  ଶାସକଦଳଛଡା ବିରୋଧୀଦଳର ନେତାମାନେ ସିଧା ଧାତୁନାସ୍ତିବାଣୀ ଶୁଣାଇଦେଉଥିବା ଶୁଣିବାକୁ ମିଳିଛି ।  କିଏ କହିଲେଣି, '  ଜିତିକରି ଆସ '  ତ କିଏ ଇସ୍ପାତମୁହଁ କରି ଗୁଁର୍ ରେଇ ଦେଲେ , ପ୍ରାର୍ଥୀଙ୍କ ପିଳେହିପାଣି  !  ଉପରୁ ଆସିଛି କି ନାହିଁ, ମାଆ ଗଙ୍ଗେ ଜାଣନ୍ତି  ?  କୁଆଡେ ଗଙ୍ଗାରେ ହାଡ ପଡିଲେ , ଆଉ ମିଳେନା ।

ତେଣୁ ନିଜଶିଙ୍ଘରେ ମାଟି ଖୋଳିବାକୁ ପ୍ରସ୍ତୁତ ରହି ପ୍ରାର୍ଥୀମାନେ ସେମାନଙ୍କର ଭାଗ୍ୟପରୀକ୍ଷା କରିବା ସାର  !  ଦେଲାବାଲାଦଳ ବି ନିଜେ ନଦେଇ ସ୍ଥାନୀୟ ପ୍ରତିନିଧି ବା ନେତାଙ୍କ ମୁଣ୍ଡରେ ଦାୟିତ୍ୱ ଲଦିଦେଇଥିବା କୁହାଯାଉଛି । ତଥାପି ତାହା 'ସମୁଦ୍ରକୁ ଶଙ୍ଖେ 'ପରି !  ଭୋଟରେ ହାଁ କରି ଅନାଇ ବସିଛନ୍ତି । ସେମାନଙ୍କ ଆଁ' ବି ଏଥରକୁ ଅଧିକା ମେଲା  । ଗିଳିଲେ ବି ହଜମ କରିଦେବେ କି ସତରେ ଦେବେ , ଭରସାନାଇଁ । ତେଣୁ ଏ ଜୁଆଖେଳରେ ହାରିଲେ କାନମୁଣ୍ଡ ଆଉଁସି ଆଶ୍ରମ ଫାଶ୍ରମକୁ ପଳେଇବା କଥା । ଜିତିଲେ ତ ପଶାଖେଳ ପରି ' କଚ୍ଚେ ପ' ବାଆର...! '


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like