-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||     

HOME   ରାଜନୀତି

ମହିଳା ପ୍ରାର୍ଥୀ ନାମକୁ ମାତ୍ର,ପୁରୁଷ ହାତରେ ଶାସନ ଡୋରି

15-Feb-2022



ବିନିକା(ହିମାଂଶୁ ଶେଖର ପୁଟେଲ) ପୁରୁଷ ପ୍ରଧାନ ସମାଜରୁ ନାରୀକୁ ମୁକ୍ତ କରିବା ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ମହିଳା ସଶକ୍ତିକରଣ ଯୋଜନାରେ ଅନେକ ପଦକ୍ଷେପ ନେଇଛନ୍ତି ।ପ୍ରତିଟି କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେବା ପାଇଁ ୫୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏବେ ସମଗ୍ର ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ମହିଳା ପ୍ରାର୍ଥୀମାନେ ମଧ୍ୟ ପୁରୁଷଙ୍କ ଭଳି ସମାନ୍ତରାଳ ଭାବରେ ରାଜନୀତିକୁ ଓହ୍ଲାଇଛନ୍ତି ।ହେଲେ ମହିଳା ପ୍ରାର୍ଥୀ ମାନେ ସ୍ୱତପ୍ରବୃତ ଭାବେ ନୁହଁ ନିଜ ସ୍ବାମୀ କିମ୍ବା ପରିବାରଙ୍କ ଚାପରେ ପଡି ରାଜନୀତିରେ ସାମିଲ ହେବାକୁ ବାଧ୍ୟ ହେଉଛନ୍ତି ।କେବଳ ନିର୍ବାଚନ ପୂର୍ବ କଥା ନୁହଁ,ମହିଳା ପ୍ରାର୍ଥୀ ଜଣକ ନିର୍ବାଚନରେ ଜିତିବା ପରେ ତାଙ୍କ ହାତରେ ସମସ୍ତ କ୍ଷମତା ରହିବା କଥା 
କିନ୍ତୁ ସେପରି ନହୋଇ ନିଜ ସ୍ବାମୀ କିମ୍ବା ପରିବାରର ଯେକୌଣସି ସଦସ୍ୟଙ୍କ ହାତରେ ରହୁଛି ଅଖଣ୍ଡ କ୍ଷମତା । ଯାହାକି ଷ୍ଟାମ୍ପପେଡ ହୋଇ ରହି ଯାଆନ୍ତି ମହିଳା ଜନପ୍ରତିନିଧି ଜଣକ ।ପରିସ୍ଥିତି ଏପରି ହେଉଛି ଯେ ପ୍ରତିଦ୍ବନ୍ଦିତା କରିଥିବା ମହିଳା ପ୍ରାର୍ଥୀଙ୍କ ପରିଚୟ ହିଁ ହଜିଯାଉଛି ।ପରିବାରର ଅନ୍ୟ କେହିଜଣେ ପୁରୁଷଙ୍କ ନାମ ହିଁ ତାଙ୍କ ଯୋଗ୍ୟତାର ମାପକାଠି ସାଜୁଛି ।ସରକାରଙ୍କ ସଂରକ୍ଷଣ ନୀତି ଯୋଗୁଁ ପୁରୁଷ ମାନେ ବାଧ୍ୟ ବାଧକତା କରି ନିଜ ଝିଅ,ବୋହୂ,ସ୍ତ୍ରୀଙ୍କୁ ରାଜନୀତି ମଇଦାନରେ ଆଣି ନାମକୁମାତ୍ର ସରକାରଙ୍କ ସଂରକ୍ଷଣ ନୀତିକୁ ଫାଙ୍କିବା ପାଇଁ ଘରର ମହିଳାଙ୍କୁ ଢାଲ କରି ବ୍ୟବହାର କରୁଛନ୍ତି ।ପୁରୁଷ ପ୍ରଧାନ ସମାଜରେ ହାତ ଗଣତି କେତେଜଣ ମହିଳାଙ୍କୁ ବାଦ୍ ଦେଲେ ରାଜନୀତି କ୍ଷେତ୍ରରେ ମହିଳାମାନେ ସେତେଟା ରୁଚି ରଖୁନଥିବା ଜଣାପଡ଼ିଛି ।କେବଳ ପରିବାର ବର୍ଗଙ୍କ ଚାପ ଯୋଗୁଁ ରାଜନୀତିରେ ଆସି କାଠ କଣ୍ଢେଇ ସାଜୁଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବା ବେଳେ ଆଶାୟୀ ମହିଳା ପ୍ରାର୍ଥୀଙ୍କ ପରିବାରର ପୁରୁଷଙ୍କ ଠାରେ ତପ୍ତରତା ଅଧିକ ଦେଖିବାକୁ ମିଳୁଛି । ଘରଘର ବୁଲି ନିଜ ସପକ୍ଷରେ ଭୋଟ ମାଗିବା ସହିତ ବିକାଶର ପ୍ରତିଶ୍ରୁତି ଦେଉଛନ୍ତି ।ଏମିତିକି କିଛି ସରକାରୀ କର୍ମଚାରୀ ମଧ୍ୟ ନିଜ ସ୍ତ୍ରୀ,ଝିଅ,ବୋହୂଙ୍କୁ ପଞ୍ଚାୟତ ନିର୍ବାଚନରେ ଉଠାଇ ସନ୍ଧ୍ୟା ହେଲେ ଘରଘର ବୁଲି ଭୋଟ ମାଗୁଥିବା ସହ ଭୋଜି ଭାତରେ ମସଗୁଲ ହେଉଥିବା ଦେଖିବାକୁ ମିଳୁଛି ।ଗତକିଛି ବର୍ଷ ହେବ ପ୍ରତିନିଧି ସଂସ୍କୃତି ଜୋର ଧରିଛି । ମନ୍ତ୍ରୀ ଟିଏ କିମ୍ବା ବିଧାୟକ ଟିଏ ହେଲେ ନିଜ ନିର୍ବାଚନ ମଣ୍ଡଳୀରେ ଜଣେଜଣେ ଲେଖାଏଁ ପ୍ରତିନିଧି ନିଯୁକ୍ତି କରନ୍ତି । ସେମାନଙ୍କ ଅନୁପସ୍ଥିତିରେ ଲୋକଙ୍କ ସମସ୍ୟା ବୁଝିବା ସହ ସାହାଯ୍ୟ କରିବା ପାଇଁ ସେହି ପରମ୍ପରା ଏବେ ପଞ୍ଚାୟତ ସ୍ତରରେ ମଧ୍ୟ ଦେଖିବାକୁ ମିଳିଲାଣି ।ଯଦି ଜଣେ ମହିଳା ପ୍ରାର୍ଥୀ ସରପଞ୍ଚ,ସମିତିସଭ୍ୟ କିମ୍ବା ବ୍ଳକ ଅଧ୍ୟକ୍ଷ ପଦରେ ନିର୍ବାଚିତ ହୁଅନ୍ତି ତାହାହେଲେ ସେ ନିଜ ପରିବାରର ସ୍ବାମୀ କିମ୍ବା ଅନ୍ୟ ଜଣେ ପୁରୁଷଙ୍କ ନିଜ ପ୍ରତିନିଧି ଭାବେ ଉପସ୍ଥାପିତ କରୁଛନ୍ତି ।ଯାହା ଫଳରେ ମହିଳା ପ୍ରାର୍ଥୀ ଜଣକ କେବଳ ରବରଷ୍ଟାମ୍ପ ଭଳି ରହୁଥିବା ବେଳେ ତାଙ୍କ ପ୍ରତିନିଧି ପ୍ରଭୃତ କ୍ଷମତାର ଅଧିକାରୀ ଭାବେ ଉଭା ହୋଇ ସମସ୍ତ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି ।କ୍ଷମତାର ଲୋଭ ସତେ ଯେମିତି ପୁରୁଷ ପ୍ରଧାନ ସମାଜର ମାପକାଠି ସାଜିଛି କହିଲେ ଅତୁକ୍ତି ହେବ ନାହିଁ ।ଯଦ୍ୱାରା ସରକାର ମହିଳାଙ୍କ ପାଇଁ ଲାଗୁ କରିଥିବା ସଂରକ୍ଷଣ ବ୍ୟବସ୍ଥାର ଖୋଲାଖୋଲି ଉଲଂଘନ ହେଉଛି ।ଏଥିସହ ଯେଉଁ ମହତ ଉଦ୍ଦେଶ୍ୟ ନେଇ ସଂରକ୍ଷଣ ବିଲ ପାରିତ ହୋଇଥିଲା ତାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ । ଏଣୁ ନିର୍ବାଚନ ଆୟୋଗ ଏହି ଦିଗପ୍ରତି ଦୃଷ୍ଟି ଦେଇ ମହିଳା ଜନ ପ୍ରତିନିଧିଙ୍କୁ ତାଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ଜାଗ୍ରତ କରିବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026
  ଜିଲ୍ଲା  
ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   01-Oct-2026
  ଜିଲ୍ଲା  
ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   01-Oct-2026
  ରାଜ୍ୟ  
ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   01-Oct-2026

You Might Also Like