-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||     

HOME   ରାଜନୀତି

ଆରମ୍ଭ ହେବାକୁ ଯାଉଛି ପଞ୍ଚାୟତ ମତଦାନ, ଭୋଟର ସଚେତନତା ବଢିଛି (ପଇସା ହଜମ୍ - ଖେଳ ଖତମ୍) !

15-Feb-2022



ବଲାଙ୍ଗୀର,(ମଳୟ ମିଶ୍ରଙ୍କ ରିପୋର୍ଟ): ଆସନ୍ତାକାଲି ଠାରୁ ଆରମ୍ଭହେଉଛି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଭୋଟଗ୍ରହଣ ।  ତେବେ ଏଥର ବଲାଙ୍ଗୀରଜିଲ୍ଲାରେ ପ୍ରଥମଥର ପାଇଁ ଏକ ନୂତନ ପରିବର୍ତ୍ତନର ଆଭାସ ମିଳୁଛି । ତାହାହେଲା , ବହୁସଂଖ୍ୟାରେ ଭୋଟରଙ୍କ ସଚେତନତା ବୃଦ୍ଧି । ମୁହଁ ଖୋଲି ସେମାନେ ସମସ୍ତ ପ୍ରାର୍ଥୀଙ୍କୁ ସମର୍ଥନ କଲାପରି ଭାବଭଙ୍ଗୀ ଦେଖାଉଛନ୍ତି । ଯିଏ ଯାହା ଦେଲା ନେଇଯାଉଛନ୍ତି । ଟଙ୍କାପଇସା ବି ଗ୍ରହଣ କରିବାକୁ ମନା କରୁନାହାଁନ୍ତି । ସବୁଠାରୁ ମଜାକଥା ହେଲା, ସେମାନଙ୍କୁ ଏହି କୌଶଳଟି  ଚତୁର ରାଜନେତା ବା ପ୍ରାର୍ଥୀମାନେ ହିଁ ଶିଖାଇଛନ୍ତି ଯେ  'ଯାହାଠୁଁ ଯେତେ ନେବାକଥା ନିଅ ଓ ଆମକୁ ଭୋଟ୍ ଦିଅ  ! ' ତେବେ ତାଙ୍କଠୁଁ ଭୋଟର ଆଉପାଦେ ଆଗରେ । ଏକଥା ଶିଖାଉଥିବା ନେତା ବା ପ୍ରାର୍ଥୀଙ୍କୁ ବି ଶେଷରେ ଚିତାକାଟି ଦେବାର ସମ୍ଭାବନା ରହିଥିବା ସୂଚନା ମିଳୁଛି ।  ' ନରୋତ୍ତମ ଦାସ କହେ....' ନୀତିରେ ସେମାନେ ସେମାନଙ୍କର ଗୁପ୍ତଭୋଟଟିକୁ

ସେମାନଙ୍କର ପସନ୍ଦର ପ୍ରାର୍ଥୀଙ୍କୁ ଦେବାକୁ ସ୍ଥିରକରି ସାରିଛନ୍ତି । ତେଣୁ ଏବେ ବି ଅନ୍ତିମ ମୁହୂର୍ତ୍ତରେ ଭୋଟରଙ୍କ ମନ ଜାଣିବା ପ୍ରାର୍ଥୀଙ୍କ ପାଇଁ କାଠିକର ପାଠ ହୋଇପଡିଛି । ଭୋଟର, ଜନସାଧାରଣ ଓ ରାଜନୈତିକ ବିଶ୍ଳେଷଣକାରୀଙ୍କ ସହ ଆଲୋଚନାରୁ ଯାହା ଜଣାପଡୁଛି, ଗାଁ ଗହଳର ଅଶିକ୍ଷିତ ଭୋଟରମାନେ ବି ଏଥର ପୂର୍ବଥର ଗୁଡିକର କଟୁ ତିକ୍ତ ଅଭିଜ୍ଞତାରୁ ଓ  ସଭ୍ୟ, ସରପଞ୍ଚ, ଚେୟାରମ୍ୟାନ୍ ବା ନିର୍ବାଚିତ ପ୍ରତିନିଧିମାନଙ୍କର  ସ୍ବାର୍ଥପର ଲୁଣ୍ଠନ ପ୍ରବୃତ୍ତି ଓ ପ୍ରତାରଣା ଯୋଗୁଁ ଭୀଷଣ ବିରକ୍ତ ହୋଇପଡି ଆଉ ସେମାନଙ୍କୁ ବିଶ୍ବାସକୁ ନେଉନାହାଁନ୍ତି । ସେମାନଙ୍କ ମିଥ୍ୟା ପ୍ରତିଶ୍ରୁତିରେ ଭୁଲୁନାହାଁନ୍ତି । କେବଳ କ୍ଷମତାଲାଳସା ପାଇଁ କେମିତି ବାୟା ହେଇପଡିଛନ୍ତି, ତାହା ବୁଝିପାରି ପାନେ ଦେବାକୁ ମନେ ମନେ ସଂକଳ୍ପ କଲେଣି । ଉପରେ ଗୋଟେ ଭାବ ଓ ଭିତରେ ଅସଲ ଭାବ ଲୁଚାଇ ରଖୁଥିବା ଲକ୍ଷ୍ୟ କରାଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟରମାନେ ନୂତନ, ସଚ୍ଚୋଟ, ପାରଙ୍ଗମ ଓ ଭରସାଯୋଗ୍ୟ ପ୍ରାର୍ଥୀଙ୍କୁ ଦଳମତ ଶିକ୍ଷା ନିର୍ବିଶେଷରେ ବାଛିବାକୁ ମନଭିତରେ ସ୍ଥିର କରିସାରିଛନ୍ତି ।  ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଇଏ ଏକ ଶୁଭସଂକେତ ବୋଲି ଜଣାପଡୁଛି । ଏଭଳି ମାହୋଲ ଅନୁମାନ କରି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଲେଣି, ଏଥର ପଇସା କାମ ଦେବନି । ଭୋଟରମାନେ ପଇସା ଖାଇ ଯାହାକୁ ଦେବାକଥା, ଦେବେ । ପଇସା ହଜମ୍  - ଖେଳ ଖତମ୍  ! '
ଏଣୁ ଦେଖାଯାଉ, ଫଳ କ'ଣ ହେଉଛି  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026
  ଜିଲ୍ଲା  
ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   01-Oct-2026
  ଜିଲ୍ଲା  
ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   01-Oct-2026
  ରାଜ୍ୟ  
ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   01-Oct-2026

You Might Also Like