-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜୀବନଶୈଳୀ

ଆତ୍ମସନ୍ତୋଷ ପ୍ରଦାନ ସହ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଅନୀଲଙ୍କ ପନିପରିବା ଫାର୍ମ ହାଉସ୍ 

25-Dec-2021



ଦୃଢ଼ ଆତ୍ମବିଶ୍ୱାସ ଓ ଅଧ୍ୟାବସାୟ ବଳରେ ଅସମ୍ଭବକୁ ବି ସମ୍ଭବ କରି ହୁଏ । ଲକ୍ଷ୍ୟ ଯଦି ମହତ୍ ଥାଏ ତେବେ ରାସ୍ତା ଆପେ ଆପେ ଆସିଥାଏ ।  ଏହାକୁ ପ୍ରମାଣିତ କରି ଦେଇଛନ୍ତି ବଲାଙ୍ଗୀର ସହର ରୁଗୁଡି ପଡାର ଜଣେ ଉଦ୍‌ଯୋଗୀ  ଯୁବକ ଅନୀଲ କୁମାର ନନ୍ଦ । ବଲାଙ୍ଗୀର ସଦର ବ୍ଳକ ଖର୍ଲିକାନୀ ଗ୍ରାମ ନିକଟରେ ଅଢ଼େଇ ଏକର ପରିମିତ ବିସ୍ତୀର୍ଣ୍ଣ ଜମିରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ବିଭିନ୍ନ ପ୍ରକାରର ପନିପରିବା ଚାଷ କରିବାରେ ସଫଳ ହୋଇଛନ୍ତି ଅନୀଲ । ଅନୀଲ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ଜଣେ କର୍ମଚାରୀ ହୋଇଥିଲେ ମଧ୍ୟ ପ୍ରଥମରୁ ସେ ନିଜ ମାଟିରେ କିଛି ଅଭିନବ କାମ କରିବାର ସ୍ୱପ୍ନ ଦେଖିଥିଲେ । ତେବେ ତାଙ୍କ ଯୋଜନାର ସଫଳ ରୂପାୟନ ହେବା ପଛରେ ନିଜର ବାପା ମାଁ ଙ୍କ ଆଶିର୍ବାଦ, ବଡ ଭାଇ ସୁଶୀଳ, ସୁଧୀର, ପତ୍ନୀ ମୀରାଓ ଏକମାତ୍ର ପୁଅ ବିଶ୍ୱାସଙ୍କ ସହଯୋଗ ତଥା ଭାଗବାନଙ୍କ କୃପା ରହିଛି ବୋଲି କହିଛନ୍ତି ଅନୀଲ । ଏହି ପନିପରିବା ଚାଷ ଜରିଆରେ ସେ ପ୍ରଚୁର ଆତ୍ମସନ୍ତୋଷ ଲାଭ କରିବା ସହ ପାଖ ଗାଁ ର କିଛି ଲୋକଙ୍କ ପାଇଁ ସେ ରୋଜଗାର ର ମାଧ୍ୟମ ପାଲଟିଛନ୍ତି ବୋଲି କହନ୍ତି ଅନୀଲ । ବଲାଙ୍ଗୀର ସହରରୁ ମାତ୍ର ୭ କିଲୋମିଟର ଦୂର ଏକ ବଣ ପାହାଡ ଘେରା ଶାନ୍ତ, ଶୀତଳ ଓ ପ୍ରାକୃତିକ ପରିବେଶ ମଧ୍ୟରେ ଗଢ଼ି ଉଠିଥିବା ଅନୀଲଙ୍କ ଏହି ଫାର୍ମ ହାଉସ ରେ ସିମଲା ମିର୍‌ଚ(କେପ୍ସିକମ୍‌), କଦଳୀ. ବାଇଗଣ,  ସଜନା, ପିଜୁଳି, ଆମ୍ବ, ମୂଳା, ଧନିଆପତ୍ର, ରସୁଣ ଆଦି ବିଭିନ୍ନ କିସମର  ପନିପରିବା ଓ ଫଳ ଗଛ ଶୋଭା ପାଉଛି । ଏକ ମନୋରମ ପରିବେଶ ମଧ୍ୟରେ ଗଢ଼ି ଉଠିଥିବା ଏହି ବଗିଚାର ରକ୍ଷଣାବେକ୍ଷଣ ପାଇଁ ୪ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଓ.ୟୁ.ଟି ର ଜଣେ ଅଭିଜ୍ଞ ଟେକ୍‌ନିସିଆନଙ୍କ ଦିଗ୍‌ଦର୍ଶନ ତଥା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପନିପରିବା ଓ ଫଳ ବଗିଚା

ପରିଚାଳିତ ହେଉଛି । କିଛି ଦିନ ତଳେ ବଲାଙ୍ଗୀର ଉଦ୍ୟାନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଏହି ଫାର୍ମ ହାଉସକୁ ପରିଦର୍ଶନରେ ଆସି ଏଠାକାର ଚାଷ ପ୍ରଣାଳୀ, ଉତ୍ତମ ପରିବେଶ ଓ ଆଧୁନିକ ଜ୍ଞାନକୌଶଳର  ପ୍ରୟୋଗର ଭୂୟସୀ ପ୍ରଶଂସା କରି ଯାଇଛନ୍ତି ।   ସଂପ୍ରତି ବଲାଙ୍ଗୀର ଜିଲ୍ଲାରେ ପନିପରିବାର ଚାହିଦା ଅହେତୁକ ଭାବରେ ବୃଦ୍ଧି ପାଉଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଚାହିଦା ମୁତାବକ ପନିପରିବା ଚାଷ ହେଉ ନଥିବାରୁ ବହାର ଜିଲ୍ଲା ତଥା ରାଜ୍ୟରୁ ପନିପରିବା ରପ୍ତାନୀ ହେଉଛି । ଏପରି ପରିସ୍ଥିତିରେ ଜିଲ୍ଲାର ଅସଂଖ୍ୟ ଚାଷୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ଏକ ରାସ୍ତା ଦେଖାଇଛନ୍ତି ଅନୀଲ । ଅନୀଲଙ୍କ ନିଜସ୍ୱ ଉଦ୍ୟମରେ ତଥା ବିନା ସରକାରୀ ସାହାଯ୍ୟ ସହଯୋଗରେ ଗଢ଼ି ଉଠିଥିବା ଏହି ପନିପରିବା ବଗିଚା ଆଗାମୀ ଦିନରେ ବଲାଙ୍ଗୀରରେ ଦେଖାଦେଇଥିବା ପନିପରିବାର ଅଭାବକୁ ଅନେକାଂଶରେ ଦୂର କରିବା ଏଥିରେ ସନ୍ଦେହ ନାହିଁ । 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ