-+91-9937148622 |
prerana_bgr@rediffmail.com |
Thursday 29th October 2026 |
R.N.I. Regd No. ODIODI/2010/46693
Breaking News
29-Oct-2026
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ ହେଉଅଛି। ପ୍ରତେହ ଦିନ ମାଁଙ୍କ ମେଢ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ଥିବା ବେଳେ ସନ୍ଧ୍ୟା ଆଳତୀ ସମୟରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଦୁଇ ପୂଜା କମିଟିର ପ୍ଯଯଶ ଯୋଗୁଁ ଶତାଧିକ ଭକ୍ତଙ୍କ ପାଇଁ ମାଁଙ୍କ ମେଢ ଠାରେ ଅନ୍ନପ୍ରସାଦ ସେବନ ପାଇଁ ଭକ୍ତ ମାନଙ୍କ ପାଇଁ ସୁବ୍ୟବସ୍ଥା ହେଉ ଅଛି। ବଲାଙ୍ଗୀର ସଦର ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ସମେତ ପୌରାଧକ୍ଷା ଲିକା ସାହୁ ମାଁ ଗଜଲକ୍ଷ୍ମୀଙ୍କ ଦର୍ଶନ କରିବା ପାଇଁ ଆସିଥିଲେ। ଦୁହି ମେଢର ସଜସଜ୍ବ। ଅତି ଆକର୍ଷଣୀୟ ହୋଇ ପଡିଥିବା ଭକ୍ତ ମାନଙ୍କ ଠାରୁ ପ୍ରକାଶ ।