-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||     

HOME   ରାଜ୍ୟ

ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ

28-Oct-2026



 ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ଆଜି ବିଜେଡି ଜନସଂର୍ପକ ପଦଯାତ୍ରାରେ ତାର ଦମ୍ ଦେଖାଇଛି ।

ହଜାର ସଂଖ୍ୟାରେ କର୍ମୀଙ୍କ ଶୋଭାଯାତ୍ରାରେ ଆଜି ଡୁଙ୍ଗୁରିପାଲି ବିଜେଡି କଚ୍ଛାରେ ରହିଯାଇଥିଲା । ସ୍ଥାନୀୟ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ନେତୃତ୍ୱରେ ସ୍ଥାନୀୟ ଶିବ ମନ୍ଦିରରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହି ଶୋଭାଯାତ୍ରାର ମୂଖ୍ୟ ଆକର୍ଷଣ ଥିଲେ ବିଜେଡି ନେତ୍ରୀ ସୁଜାତା ରାଉତ । ବରଗଡରୁ ଆସି ଶିବ ମନ୍ଦିରରେ ପୁଜାର୍ଚ୍ଚନା ପରେ

ପଦଯାତ୍ରାରେ ସାମିଲ ଥିଲେ । ପ୍ରାୟ ଅଧ ଗୋଟିଏ କିମି ପାଖାପାଖ୍ ପଦଯାତ୍ରାରେ କର୍ମୀଙ୍କ ବିରାଟ ଶୋଭାଯାତ୍ରାରେ ୨୬ନମ୍ବର ଜାତୀୟ ରାଜପଥ ଲୋକାରଣ୍ୟ ହୋଇ ପଡିଥିଲା । ଷୋରିସ ପଶିବାକୁ ରାସ୍ତା ନଥୁଲା ଏଫସିଆଇ ଠାରୁ ବୈଦୁପାଲି ଶିଶୁମନ୍ଦିର ଛକ, ରାମପୁର ରୋଡ ରେଳ ଫାଟକରୁ ଆରମ୍ଭ କରି ସହଲା ରାସ୍ତା, ଗମ୍ଭାରିପାଲି ରାସ୍ତାରେ ମଧ୍ଯ ଗାଡି ମଟରର ଅହେତୁକ ଭିଡ ରହିଥିଲା । ଜାତୀୟ ରାଜପଥ ଦୀର୍ଘ ସମୟ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯିବା ଆସିବା କଷ୍ଟକର ହୋଇପଡିଥିଲା । ପୁଲିସ ପ୍ରଶାସନକୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନାକେଦମ ହେବାକୁ ପଡିଥିଲା । ଶୋଭାଯାତ୍ରା ଡେଲି ମାର୍କେଟ, ରାମପୁରୋ ରୋଡ ଛକ, ଥାନା ଛକ, ସହଲା ଛକ, ଷ୍ଟେଟ୍ ବ୍ୟାଙ୍କ ଛକ ଦେଇ ଆରଏମସିଠାରୁ ପହଂଚି ଥିଲେ । ଆରଏମସି ପରିସରରେ ଥିବା ସାଧାରଣ ସଭାରେ ବ୍ଳକ ବିଜେଡି ସଭାପତି ହିମାଂଶୁ ଶେଖର ବିଶ୍ଵାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସୁଜାତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜନସମୁଦ୍ରକୁ ଦେଖ୍ ବିଧାୟକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ଓଡିଶାରେ ନବୀନ ଏବଂ ସୋନପୁରରେ ନିରଞ୍ଜନଙ୍କ କ୍ରେଜ୍ କମିନଥିବା ସେ ପ୍ରକାଶ କରିଥିଲେ । ଏହା ପରେ ସେ ବିଜେପି ସରକାରଙ୍କୁ ଆକ୍ରମଣ କରିଥିଲେ । ରାଜ୍ୟରେ ଖଣି ନିତି ଯୋଗୁଁ ଆଜି କେନ୍ଦ୍ର ସରକାରଙ୍କ ପାଖରେ ଓଡିଶାର ଖଣିର ଲାଭାଂଶକୁ ଟେକି ଦେଇଥିବା, ୩ହଜାର ଟଙ୍କ ଭ । ଦେବା କହି ଆଜି ୮ ମାସ ହେବ ଭ । ମଧ୍ଯ ଦେଇ ପାରୁନାହିଁ । ନୂତନ ଭ ତ୍ତ। ଦେବା ଦୂରର କଥା । ବ୍ୟାଙ୍କ ଗୁଡିକରେ ଏମାନ ଭ । ପାଇଁ ଯେଭଳି ଅବସ୍ଥାରେ ଆସୁଛନ୍ତି ଏମାନଙ୍କ ଦୁଃଖ ଦେଖ୍ ହେଉନାହିଁ । ନବୀନ ସରକାର ସମୟରେ ଯେଉଁ ମାନେ ଭତ୍ତା ନେଇ ଆସିବାକୁ ଅକ୍ଷମ ସେମାନଙ୍କ ଘରକୁ ଯାଇ ଭତ୍ତା ଦିଆଯାଉଥିଲା । ଧାନ ବକ୍ରୀ ପଞ୍ଜିକରଣ ସରଳୀ କରଣ କରାଯିବା କହି ଏଭଳି ଅବସ୍ଥା କରିଛନ୍ତି ଯେ ଆଜି ଜଣେ ଚାଷୀ ପଞ୍ଜି କରଣ କରିପାରୁ ନାହିଁ । ୩୧ଶହ ଧାନ କ୍ସି ।ଲ ନାଁରେ ଚାଷୀ ଆଜି ବାଧ୍ଯ ହୋଇ ୧୫ଶହରୁ ୨ହଜାର ଟଙ୍କାରେ ଆନ୍ଧ୍ର ଚାଷୀ, ମିଲର୍ସ ଏବଂ ଦଲାଲ ମାନଙ୍କ ଠାରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ମହିଳା ଏସଏଚଜି ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଧାନ କିଣା ପାଇଁ ନବୀନ ସରକାର ଦାୟିତ୍ବ ଦେଇଥିଲେ । କିନ୍ତୁ ଏବେ ବିଜେପି ସରକାର ଏମାନଙ୍କୁ ନ୍ୟାୟାଳୟ ଦେଖାଉଛି । ଖଣି ନିୟମରେ ଏଭଳି ବ୍ୟବସ୍ଥା କରିଛନ୍ତି ଏହାର ଲାଭାଂଶ ଆଳି କେନ୍ଦ୍ର ହାତକୁ ଟେକି ଦେଇଛନ୍ତି । ମହାନଦୀ ପାଣିକୁ ଆଗାମୀ ଦିନରେ ଛତିଶଗଡ ରାଜ୍ୟକୁ ମଧ୍ୟ ଦେଇଦେବାର ମସୁଧା ଚାଲିଥିବା ସେ କହିଛନ୍ତି । ସମସ୍ତ କଥାରେ କେନ୍ଦ୍ରର ନିର୍ଦ୍ଦେର୍ଶରେ ଉଠବସ ହେଉଛନ୍ତି । ବିଜେଡି ଅମଲର ଅସଂପୂର୍ଣ କାମକୁ ଆଜି ପର୍ଯ୍ୟନ୍ତ ପୁରା କରିପାରି ନାହାନ୍ତି । ନୂତନ କାମ କେବେ କରିବେ । ନୂଆ କାମ କରିବାକୁ ତାଙ୍କର ଆଉ ଶକ୍ତି ନାହିଁ । ମୁଖ୍ୟମନ୍ତ୍ରୀ ପାଣ୍ଠି ଆଣିବାକୁ ଦୁବାଇ ଯାଉଛନ୍ତି । କେତେ ପାଣ୍ଡୀ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏହି ସକରକାରେ ଓଡିଶାର ଆଇନ ବ୍ୟବସ୍ଥା ଭୂଷିଡି ଯାଇଛି । ମହିଳା ମାନେ ଘରୁ ବାହାରକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି । ନାବାଳିକା ଠାରୁ ଆରମ୍ଭ କରି ବୃଦ୍ଧା ପଯ୍ୟନ୍ତ ଦୁଷ୍କର୍ମର ଶୀକାର ହେଉଛନ୍ତି । ବିଜେପି ଶାସନ ରହିଲେ ଆଗାମୀ ଦିନରେ କେହି ସୁରକ୍ଷିତ ରହିବେ ନାହିଁ । ଚାଷୀ, ଶ୍ରମିକ, ମହିଁଳା ସମସ୍ତେ ପ୍ରଭାବିତ ହେବେ ବୋଲି ସେ ତାଙ୍କ ବକ୍ତବ୍ୟରେ

କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ନିରଞ୍ଜନ ପୁଜାରୀ ତାଙ୍କ ପିତାଙ୍କ ଅମଳରୁ ଆରମ୍ଭ କରି ‌ବ ମାନ ପର୍ଯ୍ୟନ୍ତ ତାଙ୍କ ପରିବାରର ଅବଦାନ ସୋନପୁର ମାଟି ପ୍ରତି ଯାହା ରହିଛି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ବିଧାୟିକା ବର୍ଷାସିଂ ବରିହା, ରେଙ୍ଗାଳୀ ବିଧାୟକ ସୁଦର୍ଶନ ହରିପାଳ, ବରଗଡର ପୂର୍ବ ବିଧାୟକ ଦେବେଶ ଆଚାଯ୍ୟ, କୃଷକ ନେତା ଆକାଶ ମିଶ୍ର, ବିଜେଡି ସୁବର୍ଣପୁର ଜିଲ୍ଲା ସଭାପତି ସରୋଜ କମ୍ପ, ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁବ୍ରତ ସିଂ, ରାଜୁ ଘିବେଲା, ରାଜ୍ୟ ବିଜେଡି ସମ୍ପାଦକ ନାରାୟଣ ଲୁହା, ବରଗଡ ଜିଲ୍ଲା ସଭାପତି ମାନିନୀ ଭୋଇ, ସୋନପୁର ଜିଲ୍ଲାପରିଷଦ ଅଧ୍ଯକ୍ଷା ସୁପାର ଠେଲା, ବରଗଡ ଏନଏସି ଚେୟାରମ୍ୟାନ କଳ୍ପନା ମାଝୀ, ଡୁଙ୍ଗୁରିପାଲି ବ୍ଳକ ଅଧ୍ଯକ୍ଷା ଅହଲ୍ୟା ସାହୁ, ଉପାଧ୍ଯକ୍ଷ ମକରଧ୍ଵଜ ସାହୁ, ଗୌରହରି ମିଶ୍ର, ସୋନପୁର ବ୍ଲକ ଚେୟାମେନ ପ୍ରହଲ୍ଲାଦ ନାଏକ, ଯୁବ ଜିଲ୍ଲା ବିଜେଡି ସଭାପତି ଅଶୋକ ନନ୍ଦ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସାଶ୍ୱତ ମିଶ୍ର, ଜିଲ୍ଲା ଛାତ୍ର ସଭାପତି ଅଭିଷେକ ଶର୍ମା, ବିଧାୟକଙ୍କ ବ୍ଳକ ପ୍ରତିନିଧ ପ୍ରକାଶ ସାହୁ ପ୍ରମଖ ଉପସ୍ଥିତ ରହି ବିଜେପି ସରକାର ଉପରେ ବର୍ଷି ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026

You Might Also Like