-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ସେବା ସମବାୟ ସମିତିରେ ଦୁର୍ନୀତି ର ଗନ୍ଧ : କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଏତଳା

21-Nov-2021



ପାଟଣାଗଡ (ପୁର୍ଣ୍ଣ ଶଶୀ ଶେଖର ରାଓ)ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ  ବିଭିନ୍ନ ସେବା ସମବାୟ ସମିତି ଗୁଡ଼ିକରେ ଧାନ ବିକ୍ରି ନାଁ ରେ ମହାଦୂର୍ନିତୀ କାରସାଦି ହୋଇଥିବା ନେଇ ଥାନା ରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ୨୦୧୯/୨୦ ,୨୦୨୦/୨୧ ରେ ଖରିଫ ଧାନ ବିକ୍ରି ପାଇଁ ଅନେକ ଗୁଡ଼ିଏ ସେବା ସମବାୟ ସମିତି ରେ ଅନିୟମିତତା ହୋଇଥିବା ଅଭିଯୋଗ ଶୁଣିବାକୁ ମିଳିଥିଲା ‌। ଏବେ ଧିରେ ଧିରେ ପର୍ଦ୍ଦାଫାଶ ହେବାକୁ ଲାଗିଛି। ସୂଚନା ଅନୁସାରେ ଧାନ ଚାଷ ନକରି ଲୋକେ କାଗଜ ପତ୍ର ରେ ଚାଷ କରିଥିବା ଦର୍ଶାଇ ଧାନ ବିକ୍ରି କରି ସରକାରୀ ଟଙ୍କା ହରିଲୁଟ କରାଯାଇଥିବା ଜଣାପଡ଼ିଛି। ଏଥିରେ ଜିଲ୍ଲା ଯୋଗାଣ ଅଧିକାରୀ , ସ୍ଥାନୀୟ ତହସିଲ ବିଭାଗ କର୍ମଚାରୀ ,ସେବା ସମବାୟ ସମିତି ର ସମ୍ପାଦକ ସମ୍ପୃକ୍ତ ଓ ଜ୍ଞାତ ସାରରେ ଚାଷୀ ର ଜମି କୁ କିସମ ବଦଳାଇବା ସାଙ୍ଗକୁ  ମାଛ ଚାଷ  ହେଉଥିବା ଜମି ,ପଡ଼ିଆ ପଡ଼ିଥିବା ଜମିରେ ଧାନ ଚାଷ କରାହୋଇଥିବା ଦର୍ଶାଇ ଧାନ ବିକ୍ରି କରି ସରକାରଙ୍କ ଟଙ୍କା ଆତ୍ମସାତ କରାଯାଉଥିବା ନେଇ ପ୍ରହଲ୍ଲାଦ ପାଢ଼ୀ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି । ତାଙ୍କ ଲିଖିତ ଅଭିଯୋଗ ରେ ପାଟଣାଗଡ଼ ର ଚାଷୀ ଦୀପକ କୁମାର ଜୈନ୍ ପିତା ସ୍ଵର୍ଗତ ଜିରାଲାଲ ଜୈନ ଚାଷୀ ପଞ୍ଜିକରଣ ନଂ ଏସ୍ ୧୦୫୧୦୧୧୦୦୦୨୦୦ ,୨୦୧୯-୨୦,ଧାନ ଚାଷ କରିଥିବା ଦର୍ଶାଇ ପାଟଣାଗଡ଼ ସେବା ସମବାୟ ସମିତି ରେ ୧୧୬ କୁଇଣ୍ଟାଲ ୫୮ କେଜି ଧାନ ବିକ୍ରି କରିଥିବା ବେଳେ ଚାଷୀ ଶ୍ରୀ ଜୈନ  ପାଟଣାଗଡ଼ ରେ ଥିବା ଖାତା ନଂ ୫୬  ପଟ୍ ନଂ ୧୩୬୫,୧୩୭୧, ଏବଂ ଖାତ ନଂ୫୭ ରେ ଥିବା ୧୩୨୦ ,୧୩୨୧,୧୩୫୬,୧୩୫୮,୧୩୬୨,୧୩୬୩ ଦର୍ଶାଇ ଧାନ ବିକ୍ରି କରିଛନ୍ତି । ହେଲେ ପ୍ରକୃତ ଏହି ଜମି ରେ ଧାନ ଚାଷ କରାହୋଇନାହିଁ ଓ ଉକ୍ତ ଜମି ରେ ମାଛ ଚାଷ ପାଇଁ ମାଛ ଟାଙ୍କି ରହିଛି । ସ୍ଵର୍ଗତ ଜିରାମଲାଲା ଜୈନ ଙ୍କ ସନ୍ତାନ ସନ୍ତତି ନଥିବା ବେଳେ ଶ୍ରୀ ଦିପକ କୁମାର ଜୈନ୍ ସ୍ଵର୍ଗତ ଜିରାମଲାଲ ଜୈନ ଙ୍କୁ ନିଜ ପିତା କହି ତାଙ୍କ ଜମି ଦେଖାଇ ଧାନ ବିକ୍ରି କରିଛନ୍ତି ବୋଲି ଶ୍ରୀ ପାଢ଼ୀ ଲିଖିତ ଅଭିଯୋଗ କରିଛନ୍ତି । ଠିକ୍ ସେହିପରି ପାଟଣାଗଡ଼ ଥାନା ପଣ୍ଡାମୁଣ୍ଡା ଗ୍ରାମ ର ରମେଶ ବାଗ ସ୍ଵର୍ଗତ ପିତା ହାଡ଼ୁ ବାଗ ପଣ୍ଡା ମୁଣ୍ଡା ସେବା ସମବାୟ ସମିତି ରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରି ଧାନ ବିକ୍ରି କରିଥିବା ବେଳେ ତାଙ୍କ ପଣ୍ଡାମୁଣ୍ଡା ମୌଜାରେ ଥିବା ଖାତା ନଂ୧୦୩/୫୧ ପ୍ଳଟ ନଂ ୧୪୮୧/୨୩୨୧,ଓ ଖାତା ନଂ ୧୭୩/୧୯୩ ରେ ପ୍ଳଟ ନଂ ୧୪୮୧/୨୪୨୯,୧୪୮୨,୧୪୮୩,୧୪୮୪,୧୫୧୦ ଏବଂ କେରବେଡା ମୌଜାରେ ଥିବା ଖାତା ନଂ୭୬/୧୫୮ ପ୍ଳଟ୍ ନଂ ୫୬୯/୧୪୫୯, ପଣ୍ଡାମୁଣ୍ଡା ମୌଜା ର ଖାତା ନଂ ୮୧ ରେ ପ୍ଳଟ୍ ନଂ ୧୪୯୪ ରେ ଆଟମାମୁଲ ରହିଥିବା ବେଳେ ମାଲପାଣି ଜମି ଦର୍ଶାଯାଇଛି। ଧାନ ଚାଷ କରିଥିବା କାଗଜ ପତ୍ର ରେ ଧାନ ବିକ୍ରି କରିଥିବା ସରକାର ଙ୍କୁ ଠକିଛନ୍ତି ବୋଲି ଅଭିଯୋଗ ହୋଇଛି ।  ବଣାଇ ମୁଣ୍ଡା ସେବା ସମବାୟ ସମିତିରେ କାର୍ଯ୍ୟରତ ଥିବା ସମ୍ପାଦକ ଭିକ୍ଷୁକ ଯୋଷୀ ତାଙ୍କ ପାଟଣାଗଡ ତହସିଲ୍ ଅନ୍ତର୍ଗତ

ଖୁଟଣାପାଣି ମୌଜା ରେ ଥିବା ଖାତା ନଂ ୧୧୯/୨୦ ପ୍ଳଟ୍ ନଂ ୩୦୫ , ଖାତା ନଂ ୧୦୯/୧୫ ପଟ ନଂ ୧୦୩୩/୧୩୩୪,୧୦୪୧ /୧୩୪୪ ଖାତା ନଂ ୧୦ ପ୍ଳଟ୍ ନଂ ୧୧୫୩/ ୧୧୯୪ ,୨୯୦/ ୧୦୫୦,୩୦୬/୧୦୫୦,୩୫୦,୩୮୫/୧୦୯୬ ମୋଟ୍ ଆଠ ଟି ପ୍ଳଟ ମଧ୍ୟ ରୁ ଖାତା ନଂ ୧୦୯/୯୫ ର ପ୍ଳଟ ନଂ ୧୦୩୩ / ୧୩୦୪ ଛାଡ଼ି ଅନ୍ୟ ସବୁ ଆଟ ମାମୁଲି ରହିଥିବା ବେଳେ କିସମ ବଦଳାଇ ବାହାଲମାମୁଲି ଦର୍ଶାଇ ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଛି ।ଗତ ବର୍ଷ ମଧ୍ୟ ବନାଇମୁଣ୍ଡା ସେବା ସମବାୟ ସମିତି ରେ ଧାନ ବିକ୍ରି କରିଥିବା ଜଣାପଡିଛି । ଚାଷୀ ମାନେ ମିଥ୍ୟା ସତ୍ୟପାଠ ଓ ଜମି କିସମ ବଦଳାଇ ଧାନ ବିକ୍ରି କରି ସରକାରଙ୍କ ଟଙ୍କା ଆତ୍ମସାତ କରିଥିବା ଏକ ଧାତ୍ତବ୍ୟ ଅପରାଧ ଅଟେ ।ଏହି ଚାଷୀ ମାନଙ୍କ ଭଲି ଅନେକ ଚାଷୀ ଠକୁଥିବା ଅଭିଯୋଗ ଦେଖିବାକୁ ମିଳୁଛି। ଏନେଇ  ପାଟଣାଗଡ଼ ଥାନା କେଶ ନଂ ୦୨୩  ଅଣ୍ଡର ସେକସନ  ୧୫୪ ସିଆରପିସି ଧାରା୧୫୪ ଆଇପିସି ଆକ୍ଟ ୧୮୬୦ ଦଫା ୪୨୦, ୪୦୬,୪୦୯, ୪୬୮,୩୪ ଅନୁଯାୟୀ ରେ ଏକ ଅପରାଧୀ ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।ସରକାରୀ ଟଙ୍କା ହରିଲୁଟ କରିଥିବା ଚାଷୀମାନଙ୍କ ସହ ଫ୍ୟାକ୍ସ ସମ୍ପାଦକ ସମେତ ତହସିଲ ବିଭାଗ କର୍ମଚାରୀ ମାନଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପାଢ଼ୀ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like