-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
21-Nov-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) :ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି ।।ସୋନପୁର ଜିଲ୍ଲା ଅର୍ଜୁନପୁର ଜଙ୍ଗଲରୁ ନବଜାତ ଶିଶୁକୁ ସୋନପୁର ପୋଲିସ ଦ୍ୱାରା ଉଦ୍ଦାର କରାଯାଇଛି l ପୋଲିସ କାର୍ଯ୍ୟନୁଷ୍ଟାନ ଭୟରେ ଭଦ୍ର ମହିଳା ଚୋର ଶିଶୁ ଟିକୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି l ପୋଲିସ ପକ୍ଷରୁ ଉଦ୍ଦାର କାରାଯାଇ ସ୍ବାସ୍ଥ୍ୟ ପରିକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରଖା ଯାଇଛି । ।ଶିଶୁ କନ୍ୟl ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।ଶିଶୁ କନ୍ୟକୁ ଫେରି ପାଇଥିବା ମା ବାପା ଖୁସି ପ୍ରକାସ କରି ସୁବର୍ଣ୍ଣପୁର ପୋଲିସ ଓ ମିଡ଼ିଆ କୁ ପ୍ରଶଂସା କରିଛନ୍ତି l