-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

              ୫୫୨ତମ ଗୁରୁବାବା ନାନକଙ୍କ ଜୟନ୍ତୀ ଉପଲକ୍ଷେ          ମାନବବାଦ ଓ ଭାଇଚାରାର ବାର୍ତା ବାଂଟିଲେ ଅହମଦୀୟା ମୁସଲିମ ସମ୍ପ୍ରଦାୟ

21-Nov-2021



ଭୁବନେଶ୍ୱର,,ଗୁରୁ ବାବା ନାନକଙ୍କ ଜନ୍ମ ଦିନ ଉପଲକ୍ଷେ ଖାରବେଳ ନଗର ୟୁନିଟ ୩ ସ୍ଥିତ ଗୁରୁଦ୍ୱାରା ସିଂ ସଭା ଚଳଚଂଚଳ ହୋଇଛି । ଗୁରୁବାବା ନାନକଙ୍କ ପ୍ରତି ମାନ୍ୟକାରୀଙ୍କ ଶ୍ରଦ୍ଧା ଓ ଉତ୍ସାହ ଦେଖିବାକୁ ମିଳିଛି ।  ମାନବବାଦ ଏବଂ ଭାଇଚାରାର ବାର୍ତା ବାଂଟିବା ପାଇଁ ଅହମଦୀୟା ମୁସଲିମ ସମ୍ପ୍ରଦାୟ ଭୁବନେଶ୍ୱରର ମୌଲାନା ଫଜଲ ହକ ଖାଁ,ପ୍ରଚାର ସଚିବ ମୁବାରକ ଅହମଦ, ତହରିକ ଜଦିଦ ସଚ୍ଚିବ ନିଜାମୁଦ୍ଦିନ  ଖାଁ, ଅତିଥି ସତ୍କାରକ ସଚ୍ଚିବ ତାହେର ଅହମଦ ଖାଁ, ଯୁବ ସଂଗଠନର ସଭାପତି ଅହମଦ ସଲାମ ଏବଂ ସମିର ଅହମଦ ପ୍ରମୁଖ ଗୁରୁଦ୍ୱାରାକୁ ଯାଇ ସେବାଦାରଙ୍କ ସହ ଭେଟ କରିି ବିଶ୍ୱଭାଇଚାରାର ବାର୍ତା ଦେଇଥିଲେ । ମିଷ୍ଟାନ ଉପହାର ସହ ପୁସ୍ତକ ବିଶ୍ୱ ସଂକଟ ଏବଂ ଶାନ୍ତିର ପଥ ଉପହାର ଭେଟ କରିଥିଲେ ।  ପ୍ରକାଶ ଥାଉ କି ବିଶ୍ୱବ୍ୟାପ୍ତ ଅହମଦୀୟା ମୁସଲିମ ସମ୍ପ୍ରଦାୟ ସମସ୍ତ ଧର୍ମାବତାରମାନଙ୍କ ଉପରେ ନିଃସନ୍ଦେହରେ ବିଶ୍ୱାସ ଆଣିଥାଏ । ସେମାନଙ୍କୁ ଈଶ୍ୱର ପ୍ରେରୀତ ଦୂତ ମନେକରିଥାଏ । ସମସ୍ତ ଅବତାର ଓ ଧର୍ମ ପୁସ୍ତକର ସମ୍ମାନ ଓ ସତ୍କାର କରିଥାଏ । 
          ଗୁରୁ ବାନା ନାନକ କୁହନ୍ତି; କେବେବି କାହାରି ଅଧିକାରକୁ ଛଡ଼ାଇ ନିଅ ନାହିଁ । ଦୁନିଆରେ କେହି ବ୍ୟକ୍ତି ଭ୍ରମରେ ନରହୁ କି କୌଣସି ଗୁରୁ ବିନା କେହି ଅନ୍ୟ ପାରିକୁ ପହଂଚିପାରିବ । ଗୁରୁ ଦ୍ୱାରା ସୁଖି ରହିବ ପରିବାର । ଈଶ୍ୱର ଏକ । ସେ ସର୍ବତ୍ର ବିଦ୍ୟମାନ । ସେଥିଯୋଗୁଁ ଆମ ସଭିଙ୍କୁ ମିଳିମିଶି ରହିବା ଉଚିତ୍ । ଏ ଦୁନିଆ ଦୁଃଖ କଷ୍ଟରେ ଭରା, ଯାହାକୁ ନିଜ ଉପରେ ଭରସା ଅଛି ସେହିଁ ବୀଜୟ ଲାଭ କରିବ । କେବଳ ସେହି କଥା କହିବା ଉଚିତ୍ ଯାହା ଅମକୁ ସମ୍ମାନ ଦେଇପାରିବ । ନା କେହି ହିନ୍ଦୁ , ନା କେହି ମୁସଲମାନ ଆମେ ସମସ୍ତେ ମନୁଷ୍ୟ ସେଥି ଯୋଗୁଁ ଆମେ ସମାନ । ଜୀବନରେ କେବେ ହେଲେ ଏହା ଭାବ ନାହିଁ କି କୌଣସି କାର୍ଯ୍ୟ କଠିନ । ତଳେ ବଶିଥିବା ବ୍ୟକ୍ତି କେବେ ହେଲେ ଗଡ଼ିପଡ଼ି ନଥାଏ । ଲାଲଚ ମନର ମଇଳା ଏବଂ ମିଛ ଜିହ୍ୱାର ମଇଳା । ଆଖିର ମଇଳା ପର ସ୍ତ୍ରୀ ଉପରେ ଲୋଲୁପ ଦୃଷ୍ଟି ପକାଇବା । କାନର ମଇଳା ଖରାପ କଥା ଶୁଣିବା । ଯେଉଁ ଦିନ ଆମ ଆତ୍ମା ପରମାତ୍ମା ସହ ବାର୍ତାଳାପ କରିବା ଆରମ୍ଭ କରିଦେବ, ସେହି ଦିନ ଠାରୁ ଆମ ଅସୁବିଧା ଆମ ଠାରୁ ଛାଡ଼ି ଚାଲିଯିବ । ଏହି ବନ୍ଧୁମିଳନ ଅବସରରେ ଗୁରୁଦ୍ୱାରା କମିଟିର ମୁଖ୍ୟ ମହିନ୍ଦର ସିଂ, ସୁରେନ୍ଦର ସିଂ, ହରଦେବ ସିଂ ଏବଂ ସତପାଲ ସିଂ ପ୍ରମୁଖ ଯୋଗ ଦେଇଥିଲେ । 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like