-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
*ଗର୍ବର ବିଷୟ- ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଭାରତୀୟ ସ୍ଥଳ ସେନା ମୁଖ୍ୟ MN Narvane ଙ୍କୁ ନେପାଳ ଆର୍ମିର ସର୍ବୋଚ୍ଚ ସଂମ୍ମାନ ଜନକ ପଦ"ଜେନେରାଲ ଅଫ ନେପାଳ ଆର୍ମି"ଉପାଧି ପ୍ରଦାନ କଲେ।*
*ପ୍ରକାଶ ଥାଉକି କିଛିଦିନ ପୂର୍ବରୁ ନେପାଳ ଏବଂ ଭାରତ ମଧ୍ୟରେ ନେପାଳ ତରଫରୁ କିଛି ବିବାଦ ସୃଷ୍ଟି ହୋଇଥିବା ପରେ ଭାରତ ସରକାର ଉକ୍ତ ବିଷୟକୁ ଧର୍ଯ୍ୟର ସହକାରେ ନେଇଥିଲା କାରଣ ଭାରତ ନେପାଳ ବହୁ ପୁରୁଣା ମିତ୍ର ଏବଂ ସାମରିକ ଦୃଷ୍ଟିରୁ ନେପର ଭାରତ ପାଇଁ ବହୁ ଆବଶ୍ୟକ।ଏବେ ଉଭୟଙ୍କ ପକ୍ଷରୁ ସମାଧାନ ର ବାଟ ତିଆରି ହୋଇଥିବା ସ୍ୱାଗତଯୋଗ୍ୟ ପଦକ୍ଷେପ