-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
ଭୁବନେଶ୍ବର, ରାଜ୍ଯରେ ୩ଲକ୍ଷ ନିକଟତର ହେଉଛି କରୋନା ଜନିତ ଆକ୍ରାନ୍ତ ଙ୍କ ସଂଖ୍ୟା l ଆଜି ନୂଆ ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୬୭ ଓ ଅନ୍ୟ ୬୨୭ ଲୋକାଲ କଣ୍ଟାକ୍ଟ। ରାଜ୍ଯରେ ଏଯାବତ୍ ୨,୯୮,୭୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା!!*