-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2021
ନବରଙ୍ଗପୁର(ପ୍ରେରଣା ଖବର) : କଂଗ୍ରେସ ଛାଡ଼ିବା ପରେ ଆଜି ଶକ୍ତି ପ୍ରଦର୍ଶନ କରି ସମର୍ଥକଙ୍କ ସହ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଆଦିବାସୀ ଯୁବ ନେତା ପ୍ରଦୀପ ମାଝୀ। ଯଦିଓ ପ୍ରଦୀପ ଏ ପର୍ଯ୍ୟନ୍ତ କେଉଁ ଦଳକୁ ଯିବେ ସ୍ପଷ୍ଟ ହୋଇନି, ତେବେ ସେ ଖୁବ୍ଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ଏହା ପୂର୍ବରୁ ସେ ନିଜ ସମର୍ଥକଙ୍କୁ ନେଇ ଆସନ୍ତକାଲି ନବରଙ୍ଗପୁରଠାରେ ଶକ୍ତି ପ୍ରଦର୍ଶନ କରିବେ।