-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

କେନ୍ସର ସଚେତନତା ଏବଂ ରୋଗ ନିରୂପଣ ଶିବିର ଆୟୋଜିତ

24-Oct-2021



କଣ୍ଟାବାଞ୍ଜି (ଆନନ୍ଦ ମୋଟେ) : କଣ୍ଟାବାଞ୍ଜି ଏଚସିଜି ପଣ୍ଡା କେନ୍ସର ହସ୍ପିଟାଲ ଏବଂ ପ୍ରେସ କ୍ଲବ କଣ୍ଟାବାଞ୍ଜି ମିଳିତ ଉଧ୍ୟମ ରେ ଗୋଟିଏ ମାଗଣା କେନ୍ସର ସଚେତନତା ଏବଂ ରୋଗ ନିରୂପଣ ଶିବିରର ଆୟୋଜନ ଆରୋଗ୍ୟମ ମେଡ଼ିକାଲ ପରିସର ହୋଇଛି lକଣ୍ଟାବାଞ୍ଜି ମେଡ଼ିକାଲ ଅଫିସର ଡାକ୍ତର ଏସପିଡ଼ି ପଣ୍ଡା ଏହି ଶିବିରକୁ ଉଦଘାଟନ କରିଥିଲେ l ପ୍ରେସ କ୍ଲବ ସଭାପତି ପ୍ରବଜିତ ସିଂହ ସାଲୁଜାଙ୍କ ସଭାପତିତ୍ୱରେ ଏହି ଶିବିର ଆୟୋଜନ କରାଯାଇଥିଲା ,ଏହି ଶିବିର ରେ ଓଡ଼ିଶାର ପ୍ରସିଦ୍ଧ କେନ୍ସର ରୋଗ ବିଶେଷଜ୍ଞ ଡାକ୍ତର ନୀତିଶ ରଂଜନ ଆଚାର୍ଯ୍ୟ ନିଜର ସେବା ଦେଇଥିଲେ  ଏହି ଶିବିର ରେ ୬୨ ରୋଗୀ ଦେଖାଇ ଥିବା ବେଳେ ୮ ଜଣ ରୋଗୀଙ୍କ କେନ୍ସର ନିରୂପଣ କରା ଯାଇଥିଲା, ଏମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ପ୍ରେସ କ୍ଲବ

କଣ୍ଟାବାଞ୍ଜି ନିଜର ପ୍ରଚେଷ୍ଟା ର ଚିକିତ୍ସା ପ୍ରତିଶ୍ରୁତି ଦେଇଛନ୍ତି, ଅନ୍ୟପକ୍ଷରେ ହସ୍ପିଟାଲ ମେନେଜର ଜ୍ୟୋତି ମିଶ୍ର କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡଧାରୀ ବା ଯେ କୋଣସି ରାସନକାର୍ଡଧାରୀଙ୍କ ସମସ୍ତ ଚିକିତ୍ସା ଏଚସିଜି କେନ୍ସର ହସ୍ପିଟାଲ ର ମାଗଣାରେ କରା ଯାଉଛି, ଅଞ୍ଚଳ ର ଲୋକ ସଚେତନ ହୋଇ ରୋଗ ର ପରୀକ୍ଷା କରାଇବା ପାଇଁ ଆଗ୍ରହ ପ୍ରକାଶ କରନ୍ତୁ, ଆମେ ତାଙ୍କର ଦାୟିତ୍ୱ ନେବୁ ବୋଲି କହିଛନ୍ତି
ଉକ୍ତ ଶିବିର ଏଚସିଜି ପଣ୍ଡା କେନ୍ସର ହସ୍ପିଟାଲ ର ମେନେଜର ଜ୍ୟୋତି ମିଶ୍ର ଓ ହସ୍ପିଟାଲ ର ଲୋକଲ ପ୍ରତିନିଧି ପତିତପାବନ ସାହୁ,

ଏହା ସହ ପ୍ରେସ କ୍ଲବ ର କାର୍ୟ୍ଯକାରୀ ସଭାପତି ସୁରଦାସ ବାଗ,ଉପସଭାପତି ମନୋଜ ଶର୍ମା, କେଶୀୟର କବଲଜିତ ସିଂହ ମାଖିଜା ପରାମର୍ଶଦାତା ଆଶିଷ ଖେତାନ, ଆନଂଦ ମୋଟେ, ବନ୍ଟି ଗୁପ୍ତା, ସଭ୍ୟ ରୋହନ କୁମାର ମହତ, ଯୁଗଳ କିଶୋର ଶବର, ସୁବ୍ରତ ମହାକୁର,ବିସିକେଶନ ମାଝୀ, ବିକାଶ ମିତ୍ତଳ, ଆଇନ ପରାମର୍ଶଦାତା ବିବେକ ଶର୍ମା, ଚିନ୍ତୁ ମହାକୁର
ପ୍ରମୁଖ ଉପସ୍ଥିତ ରହିଥିଲେ l
କେନ୍ସର ସଚେତନତା ପାଇଁ ଏହି କାର୍ଯ୍ୟକ୍ରମ କରିଥିବାରୁ ଜନସାଧାରଣ ପ୍ରଶଂସା କରିଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like