-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
27-Jul-2021
ସୁନ୍ଦରଗଡ଼(ପ୍ରେରଣା ଖବର) ସୁନ୍ଦରଗଡ଼ କିରେଇ ଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ୪ ଜଣ ଲୁଟେରା କର୍ମଚାରୀଙ୍କୁ ଵନ୍ଧୁକ ଦେଖାଇ ୨ ଲଷ ୮୭ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ। ଅଭିଯୋଗ ପରେ ପୋଲିସ ପଷରୁ ତଦନ୍ତ ଆରମ୍ଭ। ଫେରାର ଲୁଟେରାଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।