-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ବ୍ୟାପକ ଟୀକାକରଣ ବ୍ୟବସ୍ଥାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ରଙ୍କ ସ୍ୱାଗତ କରିଛନ୍ତି lଯେତେ ଅଧିକ ଟୀକାକରଣ ହେବ ସେତେ ଭଲ l କୋଭିଡରୁ ସୁସ୍ଥ ହେବା ପରେ ଟୀକା ନେଲେ ତାହା ବୁଷ୍ଟର ଡୋଜ ଭାବେ କାମ କରିବ କହିଛନ୍ତି l ଷ୍ଟେରଏଡ଼ ବ୍ୟବହାର ନେଇ ନୀରଜ ରଖିଲେ ମତ ରଖି କହିଛନ୍ତି ଯେ, ଅଧିକ ଗୁରୁତ୍ୱର ରୋଗୀଙ୍କୁ ଆବଶ୍ୟକ ଅନୁସାରେ ଟୀକା ଦିଆଯାଉ ଏବଂ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଷ୍ଟେରଏଡ଼ ନଦିଆଯାଉ l
କରୋନା ସଂକ୍ରମଣ ତଳ ମୁହାଁ ହେବା ଖୁସିର କଥା
ଅଧିକ ଟୀକାକରଣ ହେଲେ ତୃତୀୟ ଲହର ସେତେଟା ପ୍ରଭାବ ପଡିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର ସ୍ପଷ୍ଟ କରିଛନ୍ତି l