-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
09-Aug-2026
(ପ୍ରିୟଦର୍ଶିନୀ ପାତ୍ର)
ପାପଡାହାଣ୍ଡି ମୃଗ ବିହାର ନିକଟସ୍ଥ କଲ୍ୟାଣ ମଣ୍ଡପ ରେ କ୍ଷତ୍ରିୟ ସମାଜର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଚକ୍ରଧର ସିଂ, ମୁଖ୍ୟ ବକ୍ତା ଭାବେ ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ରାୟପାତ୍ର, ସମ୍ମାନିତ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ଜିଲ୍ଲ ଉପସଭାପତି ପଦ୍ମନ ନାୟକ, ସୁରେନ୍ଦ୍ର ନାୟକ, ହରିହର ଧାକଡ, ମନମୋହନ ସିଂ, ସାମାଜିକ ସୁରକ୍ଷା ସମିତି ପ୍ରମୁଖ ଲକ୍ଷ୍ମୀ ନାରାୟଣ ପାଣ୍ଡେ, କୋଷାଧ୍ୟକ୍ଷ ଭୀକାରୀ ଚରଣ ନାୟକ, ଶ୍ୟାମସୁନ୍ଦର ନେଗୀ, ନିଳମ ରାୟପାତ୍ର ଓ ତ୍ରୀଲୋଚନ ଧାକଡ ମଞ୍ଚାସିନ ଥିଲେ।ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଉପ ସଭାପତି କାର୍ତ୍ତିକ ଦାସ। କ୍ଷତ୍ରିୟ ଧାକଡ ସମାଜ ର ଉନ୍ନତି, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ବିକାଶ ଉପରେ ଆଲୋଚନା କରାଯାଇ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବଳରାମ ସିଂ, ସୁମିତ ସିଂ ଠାକୁର, ତ୍ରୀନାଥ ସିଂ, ମହେଶ୍ୱର ନାୟକ , ଲକ୍ଷ୍ମଣ ସିଂ, ବିପିନ ଭୁକ୍ତା, ତ୍ରୀନାଥ ଧାକଡ, ନବୀନ ନାୟକ, ଦିବା ନାୟକ, କୈଳାସ ପାତ୍ର, ଦଶମୁ ପାତ୍ର, ପଦ୍ମ ସିଂ, ଜଗତ ସିଂ, ଡମୁ ସିଂ, ବିଭୁତି ନାୟକ, ହରେ ପ୍ରତାପ ସିଂ, ଜଳନ୍ଧର ସିଂ, ସନ୍ତୋଷ ସିଂ ରାଜପୁତ, ଗଣେଶ ନାୟକ, ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ନୂଆଖାଇ ପରେ ଧୁମଧାମରେ ନୂଆଖାଇ ଭେଟଘାଟ ପାଳନ ପାଇଁ ମଧ୍ୟ ଆଲୋଚନା କରା ଯାଇଥିଲା।