-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
25-Oct-2020
ରାଉରକେଲା (ପ୍ରେରଣା ଖବର) - ବନ୍ଧକ ରଖିଥିବା ସୁନା ବିକ୍ରି କରି ଦେଇଥିବା ଅଭିଯୋଗ। ଟାଙ୍ଗରପାଲି ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଯୁବକ ଥାନାରେ ଅଟକ। ଟଙ୍କା ଧାର ଦେଇ ଵନ୍ଧକ ରଖିଥିବା ସୁନା ବିକ୍ରି କରିଥିବା ଅଭିଯୋଗ। ଟାଙ୍ଗରପାଲି ଥାନାରେ ଠକେଇର ଶିକାର ହୋଇଥିବା ତିନିଜଣଙ୍କ ଅଭିଯୋଗ। ଅଭିଯୋଗ ପରେ ଟାଙ୍ଗରପାଲି ଥାନାରେ ମାମଲା ରୁଜୁ। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ।