-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
16-Jun-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ସଂକ୍ରମଣ ନିୟନ୍ତ୍ରଣ ରହିଛି ,୨୦ ଜିଲ୍ଲାର ୧୦୦ ତଳେ ରହିଛି ସଂକ୍ରମଣ ,ରାଜ୍ୟର ମଧ୍ୟ ପଜେଟିଭ୍ ରେଟ୍ କମୁଛି ,ଦେଶ ଓ ରାଜ୍ୟର ମଧ୍ୟ ମୃତ୍ୟୁ ହାର କମିବା ଆରମ୍ଭ ହେଲାଣି । ଲକଡାଉନ୍ ନେଇ ରାଜ୍ୟ ସରକାର ସନ୍ଧ୍ୟା ରେ ଜଣାଇବେ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର , ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ