-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
16-Jun-2021
ଭୁବନେଶ୍ବର (ପ୍ରେରଣା ଖବର) : କୋଭାକସିନ୍ ର ପ୍ରଥମ ଡୋଜ ନେଲେ ଓଡ଼ିଶାର ପ୍ରଥମ କୋଭିଡ ରୋଗୀ ଦେବାଶିଷ ଶ୍ରୀଚନ୍ଦନ। ଭୁବନେଶ୍ୱର ବ୍ରହ୍ମେଶ୍ୱର ୟୁ ପି ଏଚ୍ ସି ରେ ନେଲେ ଟୀକା। ଗତ ବର୍ଷ ମାର୍ଚ୍ଚ 15 ଇଟାଲୀରୁ ଫେରିଥିବା ଦେବାଶିଷ ରାଜ୍ୟର ପ୍ରଥମ କୋଭିଡ ରୋଗୀ ଭାବେ ଚିହ୍ନଟ ହୋଇଥଲେ। ଟୀକା ନେବା ପରେ ଦେବାଶିଷ କହିଲେ, ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଟୀକା ନେଇ ସରକାରଙ୍କୁ ସହଯୋଗ କରନ୍ତୁ। ଟୀକା ନେଲେ ସେମିତି ମୃତ୍ୟୁ ହୋଇ ନାହିଁ। ଟୀକା ନେଲେ ଆମେ ତୃତୀୟ ଲହରୀକୁ ମାତ୍ ଦେଇ ପାରିବା