-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
16-Jun-2021
ବରଗଡ଼ (ପ୍ରେରଣା ଖବର) : ଚାଇଲ୍ଡ ହାଟ, ଡାଙ୍ଗ ନଦୀ ପଡା ଯୁବଗୋଷ୍ଠୀ ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ନଦୀ ପଡା ଠାରେ ବୃଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ଯୋଗ ଦେଇ ୫୮୦ ଟି ବିଭିନ୍ନ ପ୍ରକାରର ବୃଷ ରୋପଣ କରିଥିଲେ। ଞାଇଡ୍ଡ ହାଡ୍ ର ସଭାପତି ଚନ୍ଦ୍ରଭାନୁ ନାଏକ, ସମ୍ପାଦିକା ସନିତି ରଥ, ଗୌରବ ପ୍ରଧାନ, ସନୁ ବନ୍ଛୋର, ବିଜୟ ପଣ୍ଡା, ରାଜକୁମାର ବନଛୋର, ରାକେଶ ବିଶି, ସାନ ମେହେର, ଆୟୁଷ୍ପାନ ନାଏକ ଯୋଗଦାନ କରି ବୃଷ ରୋପଣ କରିଥିଲେ। ମହାମାରୀ କରୋନାରେ ଅମ୍ଲଜlନର ଅସୁବିଧା ହେତୁ ଏହି ପରି କାଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ସହିତ ୧୦୦୦ ଗଛ ରୋପଣ କରାଯିବ ବୋଲି ଅନୁଷ୍ଠାନ ର ମହିଳା ପ୍ରମୁଖ ସୁନୀତି ରଥ ଜଣାଇଛନ୍ତି।