-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
16-Jun-2021
ମାଲକାନଗିରି (ପ୍ରେରଣା ଖବର): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୋଲିସ ମାଓବାଦୀ ଗୁଳିବିନିମୟ ଜାରି।କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ଅପରେସନ ଲଞ୍ଚ କରାଯାଇଥିଲା ଏସ୍ ଓ ଜି ଓ ଡି ଭି ଏଫ୍ ବାହିନୀ ଗତକାଲି ଅପରେସନ ଯାଇଥିଲେ ।ଆଜିସକାଳେ ପୋଲିସକୁ ଦେଖିବା ପରେ ମାଓବାଦୀ ପ୍ରଥମେ ଗୁଳିଚଳନା କରିଥିଲେ ।ପରେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚଳନା କରାଯାଇଥିଲା।ଏବେବି ଗୁଳିବିନିମୟ ଜାରୀରହିଛି।