-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜୀବନଶୈଳୀ

ଲକ୍ ଡାଉନ ଦେଖାଇଛି କାଳନ୍ଦରି ଙ୍କୁ ଜୀବିକାର ନୂଆ ବାଟ: କାଲିର ସହରମୁହାଁ ମଣିଷ ଆଜିର ସଫଳ ଛତୁ ଚାଷୀ

31-May-2021



ବଲାଙ୍ଗିର (ପ୍ରେରଣା ଖବର) : କୋରୋନା ଛଡାଇ ନେଇଛି ଜୀବିକା ।ବହୁ ଲୋକ ଏବେ ନିଜ ନିଜ ବୃତ୍ତି, ଜୀବିକା କୁ ହରାଇ କଣ କରିବେ ଭାବି ପାରୁ ନାହାନ୍ତି ।ଗ୍ରାମୀଣ ଜୀବନର ବୃତ୍ତିଗତ କର୍ମରୁ ଦୂରେଇ ଯେଉଁ ମାନେ ସହର ମୁହାଁ  ହେଉଥିଲେ ,ସେମାନେ ଏବେ ଅନେକ ନିଜ ନିଜ ବୃତ୍ତି ବା ରୋଜଗାରରୁ ସଂପୂର୍ଣ୍ଣ ଭାବେ  ଦୂରରେ, କାରଣ ଏଇ କୋଭିଡ ମହାମାରୀ।
ଏ ଭିତରେ ଗୋଟିଏ ବର୍ଷ  ଆମ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି। ହା ଅନ୍ନ ର ଭାବ ନ ହେଲେ ବି ଅନେକଙ୍କ ଭିତରେ ଅସହାୟତାର ଭାବ ରହିଛି।

ଅନ୍ଧାର ସବୁବେଳେ ରହେନାହିଁ। ସମସ୍ୟା   ସବୁଦିନ  ନ ଥାଏ। ଏଇ ଭାବ ଯଦି ଲୋକଙ୍କ ଭିତରେ ଆସେ, ତେବେ ପରିବର୍ତ୍ତନ ଆସିବାକୁ ବେଳ ଲାଗେ ନାହିଁ । ଫର୍ଚା ଆଲୁଅର ସକାଳ ଆସିବାକୁ ସୂଚନା ଦିଏ।ଏମିତି କିଛି ପରିବର୍ତ୍ତନ  ଓ ନୂଆ ଆଶା ସଂଚାରିତ ହୋଇଆସିବାର ସୂଚନା ମିଳେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ  ଆଟଗାଁ ଗ୍ରାମର କାଳିନ୍ଦ୍ରୀ ମାଝୀଙ୍କ  ନିଜର ଉଦ୍ୟମ ରେ ଆରମ୍ଭ ହୋଇଥିବା  ଛତୁ ଉତ୍ପାଦନ କେନ୍ଦ୍ରକୁ ଦେଖିଲେ ।କୋଭିଡ ମହାମାରୀ ସମୟରେ ଜୀବିକାର ବିପନ୍ନତା ତାଙ୍କୁ ହରେଇ  ନାହିଁ, ବରଂ ନୂତନ କର୍ମରେ ନୂଆ ଆଶା ସଂଚାରିତ  

 କରିଛି l ପ୍ରଥମ ଥର ପାଇଁ ଲକଡାଉନ ସଟଡାଉନକୁ କୌଣସି ପ୍ରକାରେ ସଂଭାଳି ନେଇଥିଲେ  କାଳନ୍ଦ୍ରୀ। ସେଇ ସମୟରୁ ଜୀବିକାର ପରିବର୍ତ୍ତନ କରିବାକୁ ସେ ଆରମ୍ଭ କରିଥିଲେ ବାଟ ଖୋଜା।ନିଜର ଉଦ୍ୟମ,  କୃଷି ଓ ଉଦ୍ୟାନ ବିଭାଗକୁ ଯାଇ ସେମାନଙ୍କ ପାଖରୁ ସୂଚନା ଆଣି ଆଗରୁ ଛତୁ ଚାଷ କରୁଥିବା ଉଦ୍ୟୋଗୀ ମାନଙ୍କୁ ପଚାରି ବୁଝିଥିଲେ ସେ। ଏପରିକି  ୟୁଟ୍ବବ ରୁ ମଧ୍ୟ  ଛତୁ ଚାଷ କିପରି ଭାବରେ ହେଉଛି ଦେଖିଥିଲେ। ତାପରେ ନିଜ ଜମିରେ ବାଉଁଶ ବାନ୍ଧି,କୋଡିଏ ଫୁଟ ଓ ପଚାଶ ଫୁଟରୁ ଘର ତିଆରି ସେଠାରେ ପରୀକ୍ଷାମୂଳକ ଭାବରେ ଛତୁ ଚାଷ ଆରମ୍ଭ କରିଥିଲେ। ପ୍ରଥମ ଉଦ୍ୟମ ର ସଫଳତା ତାଙ୍କର ଭିତରେ ଭରିଦେଇଛି ଅନେକ ଆଶା।

 ଖୁବ କମ ଦିନ ଭିତରେ ସେ ବଢାଇଛନ୍ତି  ଛତୁ ଚାଷକୁ।ଅଂଚଳରେ ଲୋକଙ୍କ ଚାହିଦା  ମୁତାବକ ଏବେବି ସେ ସୁନ୍ଦର ପାଳଛତୁ ଉତ୍ପାଦନ କରି ଆସୁଛନ୍ତି । ନିଜେ ନିଜ ପରିବାର ସହାୟତାରେ ଛତୁ ଚାଷ କୁ ଆରମ୍ଭ କରିଥିବା କାଳନ୍ଦ୍ରୀ ଏବେ ଅନ୍ୟ ମାନଙ୍କ ମଧ୍ୟରେ  ବି ନୂଆ ଆଶା ସଂଚାରିତ କରିବାକୁ ଆଗଭର।ପୂର୍ବରୁ କରୁଥିବା ଜୀବିକାକୁ ଫେରିବେ ନାହିଁ ବରଂ ଛତୁଚାଷକୁ ନେଇ ସେ ଆଗକୁ ବଢିବାକୁ    ସଂକଳ୍ପ ନେଇଛନ୍ତି ।

ନିଜ ଚାଷଜମିର ବାଉଁଶର ବ୍ୟବହାର କରି ଘର ଓ ଭାଡି ପ୍ରସ୍ତୁତ କରି, ଅନ୍ୟ ମାନଙ୍କ ଜମିରେ ପଡିଥିବା  ନଡା ଓ ପୁଆଳକୁଟାକୁ ସଂଗ୍ରହ କରି ସେ ଆରମ୍ଭ କରିଛନ୍ତି  ଏଇ ଛତୁ ଚାଷ।ଶାରିରୀକ ପରିଶ୍ରମ ଉପରେ ଜୋର ଦେଇ ସେ ନିଜର ଏଇ ଉଦ୍ୟମକୁ ନୂଆ ବାଟକୁ ଆପଣେଇ ଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ