-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
କେନ୍ଦ୍ରାପଡା : ବୈଜୟନ୍ତ ପଣ୍ଡା ଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା । କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କଲେ ଯୁବ ଅଭିଯାନ , ର ସଭାପତି ବିଶ୍ବ ଭୂଷଣ ମହାପାତ୍ର । ବୈଜୟନ୍ତ ଙ୍କୁ ତୁରନ୍ତ ଗିରଫ କରିବା ପାଇଁ କଲେ ଦାବି ।