-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
ଗତ ଅକ୍ଟୋବର ୧୭ ତାରିଖ ଅପରାହ୍ନ ୪ ଟା ସମୟରେ କଟକ ଶିଖରପୁର ଛକରେ ରାସ୍ତା ଉପରେ ଗୋଡି ଓ ବାଲି ପଡି ରହୁଥିବା ଦେଖି ନିଜର କାର୍ଯ୍ୟ ପରିଧି ବାହାରକୁ ଯାଇ ଗୋଡି ଓ ବାଲିକୁ ଝାଡୁ ଧରି ସଫା କରି ଯାନ ବାହନ ଚଳାଚଳ ନିରାପଦ ଓ ସୁଗମ କରିଥିବା ଟ୍ରାଫିକ କନଷ୍ଟେବଳ ଲଳିତ ରାଉତଙ୍କୁ ଆଜି ପୋଲିସ ସେବା ସଦନ ଠାରେ ପୋଲିସ କମିଶନର ଡ଼ଃ ସୁଧାଂଶୁ ଷଢଙ୍ଗୀ ପ୍ରଶଂସା ପତ୍ର ସହ ଆର୍ଥିକ ରାଶି ପ୍ରୋତ୍ସାହନ ପ୍ରଦାନ କରିଛନ୍ତି*