-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
30-Apr-2021
ଗଞ୍ଜାମ (ଉମା ମହାରଣା) :ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଦ ଶକ୍ତିପୀଠ ମା" ସିଂହାସନୀ ମନ୍ଦିର। ପୋଲସରା ଅଞ୍ଚଳବାସିଙ୍କ ଇଷ୍ଟଦେବି ଭାବେ ମା ସିଂହାସନୀ ଅଟନ୍ତି । ଏଠି ପୂଜାକରନ୍ତି ମା"ସିଂହାସନୀ ଏହିପୀଠକୁ ଜିଲ୍ଲା ତଥା ଜିଲ୍ଲାବାହାରୁ ସ୍ରଧାଳୁମାନେ ଆସି ମାନସିକ କରନ୍ତି ଓ ମୁଣ୍ଡନ କରନ୍ତି ପ୍ରତି ବର୍ଷଭଳି ଏହିବର୍ଷ ମା ସିଂହାସନୀଙ୍କ ବାର୍ଷିକ ଚୌତ୍ରହୋମ ରିତିନିତି ଅନୁଜାଇ ଦୁଇଦିନଧରି କୋଭିଟି କଟକଣା ଭିତରେ କମ୍ ସେବାୟତକୁ ନେଇ ମା ସିଂହାସନୀ ପିଠରେ ଚୌତ୍ରହୋମ ପାଳନ କରଯାଇଛି ଏହି ଉଛବରେ ମା ସିଂହାସନୀ ଉନ୍ନୟନ କମିଟିର ଉପ ସଭାପତି ବିପିନିବିହାରି ପ୍ରଧାନ, ସହ ସମ୍ପାଦକ ସୂର୍ଯ୍ୟନାରାୟଣ ପାଢି, ମୁଖ୍ୟ ସେବକ ଭଗବାନ ଜାନି, ମା ସିଂହାସନୀ ଟ୍ରଷ୍ଟ୍ ରଘୁନାଥ ସାହୁ, ମହେଶ୍ବର ଗୌଡ ଉପସ୍ତିତ ରହି ଏହିଉଛବରେ ସହଯୋଗ କରିଥିଲେ।