-+91-9937148622 |

prerana_bgr@rediffmail.com |

  Thursday 30th April 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା    (30-Apr-2026)       ||      ସେବାୟତଙ୍କ ମଧ୍ୟରେ ବିବାଦ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ   (30-Apr-2026)       ||      ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ    (30-Apr-2026)       ||      ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ ♦️ ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ    (29-Apr-2026)       ||      ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   (29-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    (29-Apr-2026)       ||      ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ    (29-Apr-2026)       ||      ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିଧାୟିକାଙ୍କ ପ୍ରତିନିଧୂ ହେଲେ ସୋନୁ   (29-Apr-2026)       ||      ଜମା ହୋଇଛି ଶହଶହ ଟ୍ରିପ୍ ବାଲି,,,,, ଲଘୁ ଖଣିଜ ବିଭାଗ ପାଖରେ ଖବର ନାହିଁ   (29-Apr-2026)       ||      ଭାରତ ବିକାଶ ପରିଷଦ ପକ୍ଷରୁ ନାରାୟଣ କୁଷ୍ଟାଶ୍ରମ ରେ ଛତା ବଣ୍ଟନ   (29-Apr-2026)       ||      ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-   (29-Apr-2026)       ||      ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା:  ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ    (29-Apr-2026)       ||      *ରୁଦ୍ରନାଥ ମନ୍ଦିର ପାଇଁ ଦେବୋତ୍ତର ବିଭାଗ କୁ ଜମି ଦାନ କଲେ ହୃଦାନନ୍ଦ ମେହେର*- *କୃତଜ୍ଞତା ଦେଲେ ଜିଲ୍ଲା ପ୍ରଶାସନ ଓ ସହର ବାସୀ*-   (29-Apr-2026)       ||      ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ   (29-Apr-2026)       ||      ପୂର୍ବତନ ଜୁନିଅର ଇଞ୍ଜିନିୟର ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ   (29-Apr-2026)       ||      ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାରରେ ପଟ୍ଟଚିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ   (29-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର   (29-Apr-2026)       ||      ନାରୀଶକ୍ତି ବନ୍ଦନ ଅଧିନିୟମ ଶୀର୍ଷକ ଆଲୋଚନାଚକ୍ର   (29-Apr-2026)       ||      *ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ........ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*   (29-Apr-2026)       ||      *ସୋନପୁର ମହାରାଜା ବିରମିତ୍ରୋଦୟ ସିଂହ ଦେଓ ଙ୍କ ୮୯ ତମ ଶ୍ରାଦ୍ଧ ଦିବସ ପାଳିତ*   (29-Apr-2026)       ||     

HOME   ରାଜନୀତି

ବିଜେଡି ଜିଲା ଉପସଭାପତିଙ୍କ ଇସ୍ତଫା

14-Apr-2025



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକର ବିଜେଡିର ବରିଷ୍ଠ ସଂଗଠକ ବିଜୟାନନ୍ଦ ମିଶ୍ର ଆଜି ବିଜେଡିର ପ୍ରାଥମିକ ସଦସ୍ୟ ତଥା ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ତାଙ୍କର ଇସ୍ତଫାପତ୍ର ବିଜୁ ଜନତା ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି ।

ବିଜୟାନନ୍ଦ ବିଜେଡିର ପୂର୍ବତନ ଜିଲା ସାଧାରଣ ସମ୍ପାଦକ ରହିଥ‌ିବା ବେଳେ ସେ ବର୍ତ୍ତମାନ ଉପସଭାପତି ଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତାଫା  ପ୍ରଦାନ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ସେ ବିଜେଡିର ଜଣେ ତୃଣମୂଳ ସ୍ତରର ସଂଗଠକ ଥିଲେ। ଚେରୁପାଲି ସରପଞ୍ଚ ଭାବେ ରାଜନୈତିକ ଜୀବନ ଆରମ୍ଭକରିଥିବା ବେଳେ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଡୁଙ୍ଗୁରିପାଲି ବ୍ଳକ ଶୁଖା ଜୋନର ଜିଲାପରିଷଦ ସଦସ୍ୟ ମଧ୍ଯ ରହିଥିଲେ । ଇସ୍ତଫା ପରେ ତାଙ୍କର ରଣନୀତି କ'ଣ ରହିଛି କିଛି ପ୍ରକାଶ କରିନଥିଲେ ମଧ୍ୟ ତାଙ୍କର ଇସ୍ତଫା ନେଇ  ନାନା ଚର୍ଚ୍ଚା  ହେଉଛି ।ଇସ୍ତଫା ଜିଲା ବିଜେଡି ରାଜନୀତିରେ ହଲଚଲ ଲ ସୃଷ୍ଟି କରିଛି । ପ୍ରକାଶ ଯେ, ଗତ ୭ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସାଂସଦ ସଙ୍ଗୀତ କୁମାରୀ ସିଂହଦେଓ ତାଙ୍କ ଘରକୁ ଆସିଥିଲେ । ଏହାପରେ ତାଙ୍କର ଇସ୍ତଫା ବିଭିନ୍ନ ମହଲରେ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି । ବିଜୟାନନ୍ଦ ଏକ ରାଜନୈତିକ ପରିବାରର । ତାଙ୍କ ପିତ ପିତା ଚନ୍ଦ୍ରମଣି ମିଶ୍ର ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ବନ୍ଧୁ ଥିଲେ । ସେ ଜନତା ଦଳ ଟିକେଟରେ ୧୯୯୦ ମସିହାରେ ବିନିକାରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବ ପ୍ରତି ଦ୍ୱନ୍ଦିତା କରିଥିଲେ । ବିଜେପି ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ ତାଙ୍କର । ବନ୍ଧୁତା ବିଷୟ ମଧ୍ୟ ଆଲୋଚନା ହୁଏ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା   30-Apr-2026
  ରାଜ୍ୟ  
ସେବାୟତଙ୍କ ମଧ୍ୟରେ ବିବାଦ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ   30-Apr-2026
  ରାଜ୍ୟ  
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ   30-Apr-2026
  ଜିଲ୍ଲା  
ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ ♦️ ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ   29-Apr-2026
  ଜିଲ୍ଲା  
ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   29-Apr-2026
  ଜିଲ୍ଲା  
ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    29-Apr-2026
  ରାଜ୍ୟ  
ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ   29-Apr-2026
  ରାଜ୍ୟ  
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିଧାୟିକାଙ୍କ ପ୍ରତିନିଧୂ ହେଲେ ସୋନୁ   29-Apr-2026
  ଜିଲ୍ଲା  
ଜମା ହୋଇଛି ଶହଶହ ଟ୍ରିପ୍ ବାଲି,,,,, ଲଘୁ ଖଣିଜ ବିଭାଗ ପାଖରେ ଖବର ନାହିଁ   29-Apr-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ପକ୍ଷରୁ ନାରାୟଣ କୁଷ୍ଟାଶ୍ରମ ରେ ଛତା ବଣ୍ଟନ   29-Apr-2026
  ଜିଲ୍ଲା  
ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-   29-Apr-2026
  ଜିଲ୍ଲା  
ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା:  ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ    29-Apr-2026

You Might Also Like