-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ଭୁବନେଶ୍ବର, (ଶୁଭାଶିିଷ ନାୟକ): ଗତ କଲି ଭୁବନେଶ୍ୱରରେ ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଫେୟାର ପାର୍କ ଏହା ଲୋକଙ୍କୁ ନିଆଁ ରୁ ସୁରକ୍ଷା (FIRE SAFETY) ବିଷୟରେ ସଚେତନ କରିବା ଲାଗି ODISHA FIRE AND THE DISASTER RESPONSE ଟିମ ତରଫ ରୁ ଆରମ୍ଭ ହୋଇଛି l ଏହା ସପ୍ତାହ ର ଶନିବାର ଦିନ ଚାରି ଟାରୁ ପାଞ୍ଚ ଟା ପର୍ଯ୍ୟନ୍ତ ଖୋଲା ରହିବ l ପ୍ରଥମ ଦିନ ରେ ୬୦ ଜଣ ଦର୍ଶକ ଯାଇ ବୁଲି ଥିବା ସୂଚନା ମିଳିଛି l