-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ଭୁବନେଶ୍ବର (ପ୍ରେରଣା ଖବର): ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୬ ବ୍ୟାଚ୍ର ଆଇପିଏସ୍ ତଥା ଗୃହ ବିଭାଗରେ ଓଏସ୍ଡି ଭାବେ କାର୍ଯ୍ୟରତ ବିଜୟ କୁମାର ଶର୍ମାଙ୍କୁ କଟକସ୍ଥିତ ପ୍ରିଣ୍ଟିଂ ଷ୍ଟେସନାରୀ ଆଣ୍ଡ ପବ୍ଲିକେସନର ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି। ସେହିପରି ୨୦୦୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ହିମାଂଶୁ ଲାଲଙ୍କୁ ପଦୋନ୍ନତି ମିଳିଛି। ତାଙ୍କୁ ଜେଲ ଆଇଜି ଭାବେ ଅବସ୍ଥାପିତ କରାଯାଇଛି।