-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଅପରାଧ

ବନବିଭାଗକୁ କାଳ ଗୋଡାଇଛି  ! ବାର୍ ହା ମରା ବିଦ୍ୟୁତ୍ ଫାଶରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ  :   ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଅଘଟଣ  !

02-Nov-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ବଲାଙ୍ଗୀର ବନବିଭାଗକୁ ସତେ ଅବା କାଳ ଗୋଡାଇଛି  !  ଅଳ୍ପ କିଛିଦିନତଳେ ବଲାଙ୍ଗୀର ବନଖଣ୍ଡରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ପରେ ଆଜି ଏଇ କେଇଘଣ୍ଟାତଳେ ପାଟଣାଗଡ ରେଞ୍ଜ୍ ର ଲରମ୍ଭା ସେକ୍ ସନ୍  ଗଡିଆଯୋର ଗାଁ'ରେ ଲିଫ୍ଟ ଇରିଗେସନ୍ ରୁ ଲମ୍ବିଥିବା ଅବୈଧ ବାର୍ ହା ଶିକାର ପାଇଁ  ଖେଳିଯାଇଥିବା ବିଦ୍ଯୁତ୍ ତାରରେ ଲାଗି  ପ୍ରାୟ ୩୦ ବର୍ଷ ବୟସ୍କ କୁହାଯାଉଥିବା ଏକ ଦନ୍ତାହାତୀର ମୃତ୍ୟୁ ଖବର ବନବିଭାଗକୁ ମିଳିଛି ।  ଆଜି ଦିନ ଦଶ /ବାରଟା ପର୍ଯ୍ୟନ୍ତ ଏହି ହାତୀମୃତ୍ୟୁର ଖବର ବନବିଭାଗ
ପାଖରେ ନଥିଲା । ଖବରପାଇ ବଲାଙ୍ଗୀର ଡିଏଫଓ ସୁଦର୍ଶନ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଜିଲ୍ଲା ବା ବଲାଙ୍ଗୀର ବନଖଣ୍ଡରେ ବାରମ୍ବାର ହାତୀମୃତ୍ୟୁ ବୃଦ୍ଧି ପାଉଥିବା ସତ୍ତ୍ୱେ କେମିତି ବନବିଭାଗର ବୁଦ୍ଧି ପଶିନାହିଁ , ସର୍ବତ୍ର ଚର୍ଚ୍ଚା ହେଉଛି ।

ଉଲ୍ଲେଖନୀୟ ଯେ , ବଲାଙ୍ଗୀର ବନଖଣ୍ଡର ବଲାଙ୍ଗୀର ସଦର ରେଞ୍ଜର ଦୁଇଟି ସ୍ଥାନରେ ମଠଖାଇ ସଂରକ୍ଷିତ ଜଙ୍ଗଲରେ ମୃତଦନ୍ତାଟି ସେହି ଗ୍ରାମର କେତେକ ଚୋରାଶିକାରୀ ବାର୍ହା ମାରିବାକୁ ଲଗାଇଥିବା ବିଦ୍ୟୁତ୍ ଜିଆଇ ତାର ଫାଶରେ  ଲାଗି ମରିବାର ୪/  ୫ ଦିନ ପରେ ବନବିଭାଗକୁ ଖବର ମିଳିଥିଲା ।  ଏହି ଘଟଣାରେ ବନବିଭାଗ ସେହିଗ୍ରାମର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  ଏହାର ପାଞ୍ଚଦିନ ପରେ ସେହି ରେଞ୍ଜ୍ ର  ପୁରୁଣାପାଣି ଗ୍ରାମ ନିକଟସ୍ଥ ସୁଲିଆଘାଟୀତଳେ ଆଉ ଏକ ଦନ୍ତାର ମୃତଦେହ ଉଦ୍ଧାର ହୋଇଥିଲା ।  ଏହାକୁ ବନବିଭାଗ ସ୍ବାଭାବିକ୍ ମୃତ୍ୟୁ ବୋଲି ଏଡାଇ ଦେଇଥିଲା । ଯଦିଓ ଏଯାବତ୍ ତାହାର ଶବବ୍ୟବଚ୍ଛେଦ ରିପୋର୍ଟ ମିଳିନାହିଁ । ୪/ ୫ ଦିନ ଅନ୍ତରରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ଘଟିଥିଲା । ଗୋଟିକର ଗୋଟିଏ ଦାନ୍ତକଟାଯାଇ ଚୋକ ହୋଇଥିବା ବେଳେ ଅଦ୍ୟାବଧି ଏହି ଦାନ୍ତ କିମ୍ବା ଚୋରଙ୍କର ବନବିଭାଗ ଟେର୍ ପାଇନାହିଁ ।  

ଏବେ ପୁଣି ଆଜି ବଲାଙ୍ଗୀର ବନଖଣ୍ଡର ପାଟଣାଗଡ ରେଞ୍ଜ୍ ଲରମ୍ଭା ସେକ୍ସନ୍ ଗଡିଆଯୋର ଗାଁ'ରେ ଆଉ ଏକ ଦନ୍ତାହାତୀର ସେଇ ଢଙ୍ଗରେ ବାର୍ହା ମାରିବାକୁ ଚୋରା ବିଦ୍ୟୁତ୍ ତାର ସଂଯୋଗ କରି ସମ୍ଭବତଃ ଗଲାରାତିରେ ହାତୀମୃତ୍ୟୁର ଖବର ଏଇ କିଛିଘଣ୍ଟାତଳେ ବନବିଭାଗକୁ ମିଳିବା ବିଭାଗର ଅବହେଳାକୁ ସୂଚାଉଛି ।  ହାତୀଙ୍କର ଗତିବିଧି ସମ୍ପର୍କରେ ଖବର ସଂଗ୍ରହ ପାଇଁ ନିୟୋଜିତ ଏଲିଫ୍ୟାଣ୍ଟ୍ ଟ୍ରାକର୍ ବା ପାରାଷ୍ଟାଫ୍ ମାନେ ବିଭାଗୀୟ ଅଧିକାରୀଙ୍କ ଘରେ ଚାକର ହୋଇ ଖଟୁଥିବା ସମ୍ପର୍କରେ ଅଭିଯୋଗ ପ୍ରକାଶ ପାଇ ଆସୁଛି ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଆଜି ବଲାଙ୍ଗୀର ଜିଲ୍ଲାର ପ୍ରତିଷ୍ଠାଦିବସ ବା  ' ବଲାଙ୍ଗୀର ଦିନ୍ ' ପାଳିତ ହେଉଛି  ଓ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାକୁ ଆସିଛନ୍ତି  ।  କିଛିଦିନତଳେ ଉକ୍ତ ପାଟଣାଗଡ ରେଞ୍ଜ୍ ର ସେଇ ଲରମ୍ଭା ସେକ୍ସନ୍ ରେ  ପାଟଣାଗଡ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବୃକ୍ଷରୋପଣ ମହାଦୁର୍ନୀତି ଧରିବାରୁ ତୁମୁଳ ଆଲୋଡନ ସୃଷ୍ଟି ହୋଇଥିଲା । ସେଥିରେ ତୁରନ୍ତ  ' ମାର୍ ମାର୍ ଭଣ୍ଡାରିଆକୁ ମାର୍ ' ନୀତିରେ ଜଣେ ତଳିଆ କର୍ମଚାରୀ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଥିଲା ।  ଏଣୁ ଏବେ ଏହି ଲାଗ୍ ଲାଗ୍ ତିନୋଟି ହାତୀଶିକାର ଘଟଣାରେ ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି , ଦେଖିବାକୁ ବାକି ରହିଲା  ?


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like