-+91-9937148622 |

prerana_bgr@rediffmail.com |

  Sunday 8th March 2026 |

| | | |

R.N.I. Regd No. ODIODI/2010/46693

Breaking News

୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   (07-Mar-2026)       ||      ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   (07-Mar-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ    (07-Mar-2026)       ||      ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   (07-Mar-2026)       ||      ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (07-Mar-2026)       ||      ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   (07-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (07-Mar-2026)       ||      ୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   (07-Mar-2026)       ||      ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   (07-Mar-2026)       ||      ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ    (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   (07-Mar-2026)       ||      କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   (07-Mar-2026)       ||      ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||     

HOME   ରାଜ୍ୟ

ମାଁ ଦ୍ବାରସେହ୍ନୀ ଙ୍କ ପ୍ରସିଦ୍ଧ ବୁଏଲଯାତ୍ରା ରେ ସାମିଲ ହେଲେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ, ୧୯ ଘଣ୍ଟା ଧରି ଅବିରତ ଲୋକଙ୍କ ସୁଃଖ ଦୁଃଖ ଶୁଣିଥିଲେ ମାଁ

15-Oct-2024



ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନୀ ଙ୍କ ପ୍ରସିଦ୍ଧ ବୁଏଲଯାତ୍ରା ଉଦଯାପିତ ହୋଇଯାଇଛି।

ରିପୋର୍ଟ:  ଅନୀଲ କୁମାର ତ୍ରିପାଠୀ 

ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ ମାଁ ଦ୍ୱାରସେହ୍ନୀ ଙ୍କ ଷୋଡ଼ଶ ଉପଚାର ରେ ପୂଜାଲାଗି କରାଯାଇଛି। ତେବେ ଗୋଟିଏ ବର୍ଷ ଧରି ଅପେକ୍ଷାର ଅନ୍ତ ଘଟାଇ ମାଁ ନିଜ ଦେଉଳ କୁ ଛାଡ଼ି ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଖକୁ ପହଞ୍ଚି ସୁଃଖ ଦୁଃଖ ରେ ସାମିଲ ହୋଇଥିଲେ। ଏଥିପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ ଟାଣି ହୋଇ ଆସିଥିଲେ ମାଁ ଙ୍କୁ ପାଖରେ ପାଇ ନିଜ ଦୁଃଖ ଜଣାଇବାକୁ ଏବଂ ମନଇଚ୍ଛା ବର ପାଇବାକୁ। ପ୍ରଥମେ ପାରମ୍ପରିକ ଢୋଲ , ନିଶାନ, ମହୁରୀ ଆଦି ବାଦ୍ୟ ସହ ଘଣ୍ଟ ଘଣ୍ଟା ର ତାଳେ ତାଳେ ଝାପିତଳ ମନ୍ଦିରରୁ କାଳିସି ଦେହରେ ବୁଢ଼ାରଜା ମାଁ ଦ୍ୱାରସେହ୍ନୀ ଙ୍କ ମନ୍ଦିରକୁ ପହଞ୍ଚିଥିଲେ । ପରେ ସେହି ପାରମ୍ପରିକ ବାଦ୍ୟ ଓ କେଉଁଟ ସମ୍ପ୍ରଦାୟର ସେବାୟତ ମାନଙ୍କ ଖଣ୍ଡା ଖେଳ ପ୍ରଦର୍ଶନ କରି ମୁଖ୍ୟ ସେବକ ଅରୁଣ ସିଂହଦେଓ ଙ୍କୁ ତାଙ୍କ ବାସଭବନରୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଯଥାବିଧି ପୂଜାର୍ଚ୍ଚନା ପରେ ମାଁ ଦ୍ୱାରସେହ୍ନୀ କାଳିସି ଦେହରେ ସବାର ହୋଇ ତାଙ୍କ ବଡ ଭଉଣୀ ମାଁ ଛତ୍ରବାଉତୀ ଙ୍କ ସହ ବୁଏଲଯାତ୍ରା (ନଗର ପରିକ୍ରମା) ପାଇଁ ମନ୍ଦିରରୁ ବାହାରି ପ୍ରଥମେ ମାଳି ସେବାୟତ ମାନଙ୍କ ଦ୍ୱାରା ମନ୍ଦାର ମାଳ, ଦହନା ଆଦି ଫୁଲରେ ସୁସଜ୍ଜିତ କରାଯିବା ପରେ ଛତରଗୁଡି କୁ ପହଞ୍ଚି ସେ ନିଜେ ଆସିଛନ୍ତି ତାହା ସିଦ୍ଧ କରିବାକୁ ଜିଭରେ ତରବାରୀ ବଙ୍କା କରି ଉପସ୍ଥିତ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ନିଜ ପରାକ୍ରମ ଦେଖାଇଥିଲେ। ସେଠାରୁ ମୁଖ୍ୟ ସେବକ ଶ୍ରୀ ସିଂହଦେଓ ଙ୍କ ବାସଭବନ ସମ୍ମୁଖରେ ମଧ୍ୟ ସେ ଆସିଥିବା ସିଦ୍ଧ କରିବାପରେ ପାଟବୁକା ଖାଇ ବୁଏଲଯାତ୍ରା ଆରମ୍ଭ କରିଥିଲେ। ମଧ୍ୟରାତ୍ରରେ ହାଟପଦା ସ୍ଥିତ ମାଁ ଦୂର୍ଗା ଙ୍କ ମଣ୍ଡପରେ ପହଞ୍ଚି ଗୁପ୍ତ ପୂଜା ଉପଚାର ଏବଂ

ଦୁହିଁଙ୍କ ମଧ୍ୟରେ ଦୈବ ବାର୍ତ୍ତା ହୋଇଥିଲା। ସକାଳୁ ଜେନା ବୁଢ଼ା ମନ୍ଦିରକୁ ପହଞ୍ଚିଥିଲେ। ଏଠାରେ ସେହି କାଳିସି ଦେହରେ ଜେନା ସବାର ହୋଇ ମୁଖ୍ୟ ସେବକ ଓ ଛତ୍ରବାଉତୀ ମନ୍ଦିର ସମ୍ମୁଖକୁ ପହଞ୍ଚି ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇ ସେଠାରେ ଉପସ୍ଥିତ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଫେରିଯିବାକୁ ନିର୍ଦେଶ ଦେବା ପରେ ପୂର୍ବ ଦିଗକୁ ଯାଇ ଖପରଚୁପା ବା ଗାଁ ବାନ୍ଧିଥିଲେ। ଓ ମାଁ ଦ୍ୱାରସେହ୍ନୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାପରେ ଯାତ୍ରା ସମାପନ ହୋଇଥିଲା। ଚଳିତବର୍ଷ ପ୍ରବଳ ଜନସମାଗମ ହେବାରୁ ପ୍ରାୟ ୧୯ ଘଣ୍ଟା ଧରି ବଏଲ ଯାତ୍ରା ଅବିରତ ଭାବେ ଚାଳିଥିଲା ଓ କାଳିସି ଦେହରେ ମାଁ ଦ୍ୱାରସେହ୍ନୀ ଅବିରତ ଭାବେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁଃଖ ଦୁଃଖ ଶୁଣିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   07-Mar-2026
  ଜିଲ୍ଲା  
ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   07-Mar-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ   07-Mar-2026
  ଜିଲ୍ଲା  
ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   07-Mar-2026
  ଜିଲ୍ଲା  
ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   07-Mar-2026
  ଜିଲ୍ଲା  
ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   07-Mar-2026
  ଜିଲ୍ଲା  
୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   07-Mar-2026
  ଜିଲ୍ଲା  
ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   07-Mar-2026
  ଜିଲ୍ଲା  
ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   07-Mar-2026

You Might Also Like