-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଦ୍ବାରସେହ୍ନୀ ଙ୍କ ପ୍ରସିଦ୍ଧ ବୁଏଲଯାତ୍ରା ରେ ସାମିଲ ହେଲେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ, ୧୯ ଘଣ୍ଟା ଧରି ଅବିରତ ଲୋକଙ୍କ ସୁଃଖ ଦୁଃଖ ଶୁଣିଥିଲେ ମାଁ

15-Oct-2024



ଉପଚାର ରେ ପୂଜାଲାଗି କରାଯାଇଛି। ତେବେ ଗୋଟିଏ ବର୍ଷ ଧରି ଅପେକ୍ଷାର ଅନ୍ତ ଘଟାଇ ମାଁ ନିଜ ଦେଉଳ କୁ ଛାଡ଼ି ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଖକୁ ପହଞ୍ଚି ସୁଃଖ ଦୁଃଖ ରେ ସାମିଲ ହୋଇଥିଲେ। ଏଥିପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ ଟାଣି ହୋଇ ଆସିଥିଲେ ମାଁ ଙ୍କୁ ପାଖରେ ପାଇ ନିଜ ଦୁଃଖ ଜଣାଇବାକୁ ଏବଂ ମନଇଚ୍ଛା ବର ପାଇବାକୁ। ପ୍ରଥମେ ପାରମ୍ପରିକ ଢୋଲ , ନିଶାନ, ମହୁରୀ ଆଦି ବାଦ୍ୟ ସହ ଘଣ୍ଟ ଘଣ୍ଟା ର ତାଳେ ତାଳେ ଝାପିତଳ ମନ୍ଦିରରୁ କାଳିସି ଦେହରେ ବୁଢ଼ାରଜା ମାଁ ଦ୍ୱାରସେହ୍ନୀ ଙ୍କ ମନ୍ଦିରକୁ ପହଞ୍ଚିଥିଲେ । ପରେ ସେହି ପାରମ୍ପରିକ ବାଦ୍ୟ ଓ କେଉଁଟ ସମ୍ପ୍ରଦାୟର ସେବାୟତ ମାନଙ୍କ ଖଣ୍ଡା ଖେଳ ପ୍ରଦର୍ଶନ କରି ମୁଖ୍ୟ ସେବକ ଅରୁଣ ସିଂହଦେଓ ଙ୍କୁ ତାଙ୍କ ବାସଭବନରୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଯଥାବିଧି ପୂଜାର୍ଚ୍ଚନା ପରେ ମାଁ ଦ୍ୱାରସେହ୍ନୀ କାଳିସି ଦେହରେ ସବାର ହୋଇ ତାଙ୍କ ବଡ ଭଉଣୀ ମାଁ ଛତ୍ରବାଉତୀ ଙ୍କ ସହ ବୁଏଲଯାତ୍ରା (ନଗର ପରିକ୍ରମା) ପାଇଁ ମନ୍ଦିରରୁ ବାହାରି ପ୍ରଥମେ ମାଳି ସେବାୟତ ମାନଙ୍କ ଦ୍ୱାରା ମନ୍ଦାର ମାଳ, ଦହନା ଆଦି ଫୁଲରେ ସୁସଜ୍ଜିତ କରାଯିବା ପରେ ଛତରଗୁଡି କୁ ପହଞ୍ଚି ସେ ନିଜେ ଆସିଛନ୍ତି ତାହା ସିଦ୍ଧ କରିବାକୁ ଜିଭରେ ତରବାରୀ ବଙ୍କା କରି ଉପସ୍ଥିତ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ନିଜ ପରାକ୍ରମ ଦେଖାଇଥିଲେ।

ସେଠାରୁ ମୁଖ୍ୟ ସେବକ ଶ୍ରୀ ସିଂହଦେଓ ଙ୍କ ବାସଭବନ ସମ୍ମୁଖରେ ମଧ୍ୟ ସେ ଆସିଥିବା ସିଦ୍ଧ କରିବାପରେ ପାଟବୁକା ଖାଇ ବୁଏଲଯାତ୍ରା ଆରମ୍ଭ କରିଥିଲେ। ମଧ୍ୟରାତ୍ରରେ ହାଟପଦା ସ୍ଥିତ ମାଁ ଦୂର୍ଗା ଙ୍କ ମଣ୍ଡପରେ ପହଞ୍ଚି ଗୁପ୍ତ ପୂଜା ଉପଚାର ଏବଂ ଦୁହିଁଙ୍କ ମଧ୍ୟରେ ଦୈବ ବାର୍ତ୍ତା ହୋଇଥିଲା। ସକାଳୁ ଜେନା ବୁଢ଼ା ମନ୍ଦିରକୁ ପହଞ୍ଚିଥିଲେ। ଏଠାରେ ସେହି କାଳିସି ଦେହରେ ଜେନା ସବାର ହୋଇ ମୁଖ୍ୟ ସେବକ ଓ ଛତ୍ରବାଉତୀ ମନ୍ଦିର ସମ୍ମୁଖକୁ ପହଞ୍ଚି ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇ ସେଠାରେ ଉପସ୍ଥିତ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଫେରିଯିବାକୁ ନିର୍ଦେଶ ଦେବା ପରେ ପୂର୍ବ ଦିଗକୁ ଯାଇ ଖପରଚୁପା ବା ଗାଁ ବାନ୍ଧିଥିଲେ। ଓ ମାଁ ଦ୍ୱାରସେହ୍ନୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାପରେ ଯାତ୍ରା ସମାପନ ହୋଇଥିଲା। ଚଳିତବର୍ଷ ପ୍ରବଳ ଜନସମାଗମ ହେବାରୁ ପ୍ରାୟ ୧୯ ଘଣ୍ଟା ଧରି ବୁଏଲ ଯାତ୍ରା ଅବିରତ ଭାବେ ଚାଳିଥିଲା ଓ କାଳିସି ଦେହରେ ମାଁ ଦ୍ୱାରସେହ୍ନୀ ଅବିରତ ଭାବେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁଃଖ ଦୁଃଖ ଶୁଣିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like