-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ଭୁବନେଶ୍ବର, (ପ୍ରେରଣା ଖବର ବ୍ୟୁରୋ) - ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆଜି ଆସିଥିବା ଭକ୍ତଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ । ମୋଟ୍ ୨୪୬ଜଣ ଭକ୍ତ କରିଥିଲେ ଦର୍ଶନ । ସିଂହଦ୍ୱାର ସମ୍ମୁଖରେ ପରୀକ୍ଷାବେଳେ ସାମ୍ନାକୁ ଆସିଲା ପଜିଟିଭ ମାମଲା ।ପରୀକ୍ଷା ଓ ସ୍କ୍ରିନିଂ ପାଇଁ ଦୁଇଟି ଟିମ୍ ମୁତୟନ ହୋଇଥିଲେ ।