-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   (24-Aug-2026)       ||      ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||     

HOME   ରାଜ୍ୟ

ଇଏ କି ଆଦର୍ଶ ଥାନା : ଦିନକରେ ଦୁଇ ଘଟଣା, ରୁଜୁ ହେଲାନି ମାମଲା

03-Jan-2021



ବଲାଙ୍ଗୀର (ପ୍ରେରଣା ଖବର): ପ୍ରତିଦିନ ଆଦର୍ଶ ଥାନାକୁ ନେଇ ବଢୁଛି ବିବାଦ। ସାଧାରଣ ଲୋକଟିଏ ଅଭିଯୋଗ କରିବାକୁ ଗଲେ ଥାନାରେ ଅଫିସର ଶୁଣିବାକୁ ନାରାଜ। ଘଣ୍ଟା ଘଣ୍ଟା ଅପେକ୍ଷା କଲେ ବି ମାମଲା ରୁଜୁ ହେଉନି। ପୁଲିସକୁ ଘଟଣା ସଂପର୍କରେ ପଚାରିଲେ ଲିଖିତ ଦେଇନଥିବା କହୁଛନ୍ତି। ଏମିତି ଭାବେ ଆଜି ସହରରେ ଦୁଇଟି ସମ୍ବେଦନଶୀଳ ଘଟଣାରେ ସମ୍ବେଦନହୀନ କାମ କରିଛି ପୁଲିସ। ବଲାଙ୍ଗୀର ସହରରେ ପ୍ରଥମେ ଆଜି ଏକ ଚୋରି ଘଟଣା ସାମ୍ନାକୁ ଆସିଥିଲା। ନୂଆବର୍ଷ ୧ ତାରିଖ ବିଳମ୍ବିତ ରାତିରେ ଏକ ପାନ ଦୋକାନରୁ ଦୁଇ ହଜାର ଟଙ୍କା, ଦୋକାନରେ ଥିବା ସାମଗ୍ରୀ ସବୁ ଚୋରି ହୋଇଥିଲା। ତାଲା ଭାଙ୍ଗି ଚୋରମାନେ ସବୁ ଚୋରି କରିଥିବା ଦୋକାନର ମାଲିକ ସକାଳୁ ଜାଣିବାକୁ ପାଇଥିଲେ। ଆର୍‌ଟିଓ ଛକ ନିକଟ ଏକ ପାନ ଦୋକାନରୁ ଚୋରି ହୋଇଥିଲା। ମାଲିକ ପୁଲିସକୁ ଫୋନ କରି ଜଣାଇଲେ। ପୁଲିସ ବି ପହଞ୍ଚିଥିଲା। କିନ୍ତୁ ରାତି ଯାଏ ସେହି ଘଟଣାକୁ ନେଇ ପୁଲିସ ମାମଲା ରୁଜୁ କରିନଥିବା ଜଣାପଡ଼ିଛି।ଅନ୍ୟପଟେ ଆଉ ଏକ ଘଟଣା। ଜଣେ ସ୍ତ୍ରୀ ଲୋକ ତାଙ୍କୁ ଆଟଗାଁର ଜଣେ ବ୍ୟକ୍ତି ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଥାନାକୁ ଅଭିଯୋଗ ଧରି ପହଞ୍ଚିଥିଲେ। ହେଲେ ଥାନାରେ ଓଲଟା ପୁଲିସ ସ୍ତ୍ରୀ ଲୋକ ଉପରେ ନାନା କଥା କହିଥିଲେ। କେତୋଟି ବାହା ହେବୁ ବୋଲି କୁଆଡ଼େ ପୁଲିସ ବାବୁମାନେ ତାଙ୍କୁ କହିଥିଲେ। ସ୍ତ୍ରୀ ଲୋକ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ନିଜର ସବୁ ଘଟଣାକୁ ବଖାଣିଥିଲେ। ଦୁଇ ଘଟଣାକୁ ନେଇ ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କୁ ପଚାରିଥିଲୁ। ସେ କହିଥିଲେ, ସ୍ତ୍ରୀ ଲୋକ ଏ ପର୍ଯ୍ୟନ୍ତ କୌଣସି ଲିଖିତ ଦେଇ ନାହାନ୍ତି। ସେହିପରି ଆରଟିଓ ଛକ ଚୋରି ମାମଲାରେ ଆମେ ଯାଇଥିଲୁ, ସେ ବି ଲିଖିତ ଦେଇ ନଥିବା କହିଥିଲେ। ଦୁଇ ଘଟଣାରେ ମାମଲା ହିଁ ରୁଜୁ ହୋଇନି। କିନ୍ତୁ ଅଭିଯୋଗକାରୀ ସ୍ତ୍ରୀ ଲୋକଙ୍କ କହିବା ହେଲା, ତାଙ୍କ କଥାକୁ ପୁଲିସ ଶୁଣିବାକୁ ନାରାଜ ରହିଥିଲା। ସେହିପରି ପାନ ଦୋକାନୀ ବି ଚୋରି ପରେ ପୁଲିସକୁ ଖବର କରିଥିଲେ। ତଥାପି ମାମଲା ରୁଜୁ ନହେବା ଆଦର୍ଶ ଥାନାର ଆଦର୍ଶକୁ ନେଇ ପ୍ରଶ୍ନ ଉଠାଉଛି। କିଛି ମାସ ପୂର୍ବରୁ ଅଧ୍ୟାପକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୁଲିସ ପରିବାର ଲୋକଙ୍କ ଅଭିଯୋଗ ରଖିନଥିଲା। ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟର ନିର୍ଦେଶ ପରେ ପୁଲିସ ମାମଲା ରୁଜୁ କରିଥିଲା। ଏବେ ସେହି ଘଟଣାର ତଦନ୍ତ ହେଉଛି। ଏଭଳି ଘଟଣା ପୂର୍ବରୁ ବି ହୋଇଛି। ଏକ ଲୁଟ ଘଟଣାକୁ ପୁଲିସ ହାଲୁକା ଭାବରେ ନେଇଥିଲା। ଅଭିଯୋଗ ରଖିନଥିଲା। ଲୁଟ ଘଟଣାର କିଛି ଦିନ ବ୍ୟବଧାନରେ ଆଉ ଏକ ବଡ଼ଧରଣର ଲୁଟ ହୋଇଥିଲା। ବର୍ତ୍ତମାନ ଆଦର୍ଶ ଥାନାକୁ ଯିଏ ବି ଅଭିଯୋଗ କରିବାକୁ ଯାଉଛନ୍ତି, ସେମାନେ ସବୁ ନାନା ଅଭିଯୋଗ ଆଦର୍ଶ ଥାନା ନାଁରେ ହିଁ ଦେଉଛନ୍ତି। ଜିଲ୍ଲା ପୁଲିସ ବିଭାଗର ମୁଖିଆ ନୂଆ କରି ଯୋଗଦେବା ପରେ ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ହେଲେ ଏଠି ଦୀପତଳ ଅନ୍ଧାର। ସାଧାରଣ ଘଟଣା କହି ଅନେକ ମାମଲା ଥାନାରେ ରୁଜୁ ହେଉନି। ଏ ଦିଗରେ ଏସପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   24-Aug-2026
  ଜିଲ୍ଲା  
ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   24-Aug-2026
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026

You Might Also Like