-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ବରଗଡ଼, (ମୁକୁନ୍ଦ ଦାସ) - ଆଜି କୁମେଲସିଂହା କେ ପି ସି ଏଲ୍ ଉଦଯାପନୀ ଶିବିର ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ବିଶିଷ୍ଟ ଶିଲ୍ପପତି କୈଲାସ ଅଗ୍ରୱାଲ ,ଜଣାଶୁଣା ଡାକ୍ତର୍ ଅଜୟ କୁମାର ନାଏକ, ସରପଞ୍ଚ ଶ୍ରୀମତୀ ଜ୍ୟୋତିମୟୀ ନାୟକ, ସମିତି ସଭ୍ୟ ନିରୁପମା ପ୍ରଧାନ, ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ମୁକୁନ୍ଦ ଦାଶ ଯୋଗ ଦେଇ ବିଜୟୀ ଦଲକୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଯୁବ ଗୋଷ୍ଟୀ ରିଙ୍କୁ, ବିମଲ, ଟିକେସ୍ଵର , ଦେବାଶିଷ, କେ ସତ୍ୟ ନାରାୟଣ, ଯେଗ ଦେଇ ସହଯୋଗ କରିଥିଲେ। ହେମନ୍ତ କୁମାର ନାୟକ 10000 ହଜାର ଟଙ୍କା ର ଉଭୟ ଦଳକୁ ପ୍ରଦାନ କରିଥିଲେ।
ଶେଷରେ ଆଶିଷ ବାଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।