-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ବ୍ରହ୍ମପୁର (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ): ନବବର୍ଷରେ ଓଡିଶା ସର୍ଭିସ୍ ସେଣ୍ଟର୍ ଫର୍ ଦି ବ୍ଳାଇଣ୍ଡ,ବ୍ରହ୍ମପୁର ଆବାସିକ ଆଦର୍ଶ ଦୃଷ୍ଟିହୀନ ବିଦ୍ୟାଳୟ ରେ ଓଡିଶା ବ୍ରାହ୍ମଣ ସମିତି ତରଫରୁ ପୁରୀ,ସୁଜିଉପମା ଓ ତରକାରୀ ବଣ୍ଟନ କରାଯାଇଥିଲା ସେଥିରେ ଓଡ଼ିଶା ବ୍ରାହ୍ମଣ ସମିତି ର ସଭାପତି ପ୍ରାଚାର୍ଯ୍ଯ ମନୋଜ ପାଣିଗ୍ରାହୀ, ଉପଦେଷ୍ଟା ବ୍ଯୋମକେଶ ଉପାଧ୍ଯାୟ, ଅରୁଣ ଶତପଥୀ, ରାମକୃଷ୍ଣ ତ୍ରିପାଠୀ ତଥା ବିଭୁପ୍ରସାଦ ଷଡଙ୍ଗୀ ପ୍ରଭୃତି ସହଯୋଗରେ ବିତରଣ ପ୍ରକ୍ରିୟା ଶେଷ ହୋଇଥିଲା