-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
ଭୁବନେଶ୍ବର, ବଲାଙ୍ଗିର, (ପ୍ରେରଣା ଖବର ବ୍ୟୁରୋ) - ଖବର ଅନୁଯାୟୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୋମବାର ଦିନ ସିବିଆଇ ଅଫିସ ସମ୍ମୁଖରେ ଧାରଣା ଦେଉଥିଲେ । ତେବେ ଭାଷଣ ଦେଉଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଲେ । ତାଙ୍କୁ ସେଠାରୁ ନେଇ ତୁରନ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।