-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
ଢେଙ୍କାନାଳ, (ପ୍ରେରଣା ଖବର) - ଗତକାଲି ମିନି ଷ୍ଟାଡିଅମ ଠାରେ ବିଜେପି ପକ୍ଷରୁ ଆୟୋଜିତ କୃଷକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କନକ ବର୍ଦ୍ଧନ ସିଂଦେଓ ମନମୋହନ ସାମଲ ଓ ପ୍ରଦୀପ ପୁରୋହିତ ଙ୍କ ଉପସ୍ଥିତି ରେ ମଞ୍ଚ ରେ ଜାତୀୟ ପତାକାକୁ ଅସମ୍ମାନ କରିଥିବା ନେଇ ଢେ଼ଙ୍କାନାଳ ବିଜୁ ଯୁବ ଓ ଛାତ୍ର ଦଳ ତରଫରୁ ଥାନାରେ ଏତେଲା ସହିତ 4 ଜଣ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l ପରେ କେନ୍ଦ୍ରମନ୍ତ୍ରୀଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ l