-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ରାଜ୍ୟ

ଅବାଧ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଛି ରାଜଧାନୀ,ଛାତ୍ର ଙ୍କୁ ଟାର୍ଗେଟ କରିଛନ୍ତି ନିଶା ବେପାରୀ ।

28-Dec-2020



ଭୁବନେଶ୍ୱର,(ଶୁଭାଶିଶଷ ନାୟକ) : ମୋଟ ନିଶା କାରବାର ର ୨ ପ୍ରତିଶତରୁ କମ ସିଜ ଦର୍ଶାଇ ପ୍ରଶାସନିକ ଭାବେ ସୂଚନା ଦେଇ ଏହି କଳା ନିଶା ମାଫିଆ ପ୍ରୋତ୍ସାହନ ଦେବା ଅଭିଯୋଗ ହୋଇଛି । ବିଶେଷ କରି ଯୁବାଏବଂ କଲେଜ ପଢୁଆ ଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି ଏହି ନିଶା ମାଫିଆ । ଦାମୀ ଦାମୀ ଗାଡ଼ିରେ ଆସି ଡେଲିଭରି ଦେଉଛନ୍ତି ପେଡଲର। 

ରାଜଧାନୀରେ ବେଧଡକ ଭାବେ ଚାଲିଛି ନିଶା ବେପାର । ପୋଲିସ, ସ୍ପେଶାଲ ଟାସ୍କ ଫୋର୍ସ,କୁଇକ ଏକ୍ସନ ଟିମ, କ୍ରାଇମବ୍ରାଞ୍ଚ ଭଳି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ମାନ ଥାଇ ମଧ୍ୟ ଏହି ଅବାଧ କାରବାରକୁ ରୋକିବାରେ ବିଫଳ । ରାଜ୍ୟ ଏବଂ ରାଜ୍ୟ ବାହରର ମାଫିଆ ମାନେ ରାଜଧାନୀ ଭୁବନେଶ୍ବର କୁ ନିଜ ବେପାରର  ଭୂସ୍ବର୍ଗ ଭାବି ନେଇଛନ୍ତି । ବିଶେଷ କରି ଯୁବା ଏବଂ କଲେଜ ପଢୁଆ ଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି ଏହି ମାଫିଆ     କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଥିବା ତଥ୍ୟ ମୁତାବକ ଗତ ଜାନୁଆରୀ ରୁ ଏତେସୁଦ୍ଧା ୩୦କେଜି ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୦କୋଟିରୁ ମଧ୍ୟ ଉର୍ଦ୍ଧ । ପୂର୍ବ ମାସରେ ବାଲେଶ୍ୱର ଜିଲ୍ଲାର ଜଣେ ପେଡଲର ଶେଖ ହସିମ ବକ୍ସଙ୍କ ଠାରୁ ଏକ କେଜି ୧୭୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି STF । ସେହିପରିଭାବେ ଧୀରେନ୍ଦ୍ର ଜୟସିଂ, ନିକୁଞ୍ଜ ଜଗଦେଵଙ୍କ ପାଖରୁ ୧୩୦ଗ୍ରାମ ବ୍ରାଉନ ସୁଗାର ଜବଦ କରିଛନ୍ତି ସହିଦନଗର ଥାନା ଅଧିକାରୀ,ଯାହାର ମୂଲ୍ୟ ୧୩ ଲକ୍ଷ ଟଙ୍କା । ଏମିତି ଅନେକ ଘଟଣା ସାମ୍ନା କୁ ଆସୁଥିଲେ ମଧ୍ୟ ପୋଲିସ ଟେର ପାଉନି ମୁଖ୍ୟ ଚାଲାଣକାରୀକୁ ।

ସେହିପରିଭାବେ ଗଞ୍ଜେଇ ଚାଲାଣ ଚେର ମଧ୍ୟ ଖୁବ ଲମ୍ବିଛି ରାଜଧାନୀରେ । ପ୍ରତ୍ୟେକ ଛକରେ କଉଠି ନା କଉଠି ଗଞ୍ଜେଇ ମିଳିପାରୁଛି ସହଜରେ । ଏହି ବେପାରୀ ମାନେ ବେଧଡକ ଭାବେ ପୋଲିସକୁ ଚକମା ଦେଇ କରୁଛନ୍ତି ବେପାର । ନିଶା କବଳରେ କେବଳ ଯୁବଗୋଷ୍ଠୀ ଓ ଅନେକ  ଛାତ୍ର ନୁହଁ ବହୁ ଯୁବତୀ ଏବଂ ଛାତ୍ରୀ ମାନେ ମଧ୍ୟ ପଡିଛନ୍ତି । ଏପରିକି ସରକାରୀ ଏବେ ନୂଆ ବର୍ଷ ଆଗକୁ ଆସୁଥିବା ବେଳେ ବେପାରୀ ମାନେ ନିଜର ହୋମଡେଲିଭରି ମଧ୍ୟ ଆରମ୍ଭ କରିଦେଲେଣି । ଦାମୀ ଦାମୀ ଗାଡ଼ିରେ ଆସି ଡେଲିଭରି ଦେଉଛନ୍ତି ଅର୍ଡର ମିଳୁଥିବା ସ୍ଥାନରୁ । ବାଣୀବିହାର, କଳ୍ପନା, ଖଣ୍ଡଗିରି ଆଦି ସ୍ଥାନରେ ବେଶ ସକ୍ରିୟ ରହିଛନ୍ତି ଏହି ରେକେଟ ।
ଅନୁସନ୍ଧାନ ରୁ ଜାଣିବାକୁ ମିଳିଛିଯେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା,ଦାରାକୋଣ୍ଡା ଅଞ୍ଚଳରୁ,କନ୍ଦମାଳ ଜିଲ୍ଲାର ବାଲିଗୁଡ଼ା,ଖଜୁରୀପଡ଼ା,ଗଞ୍ଜାମ ଜିଲ୍ଲାର ଗଜପତି,ମୋହନା,ଓଡ଼ବା,କୋରାପୁଟ ଜିଲ୍ଲାର ସିମିଳିଗୋଡା ,ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଏବଂ ବୌଦ୍ଧ ଜିଲ୍ଲାରୁ ସିଧା ସିଧି ଚାଲାଣ ହେଉଛି ରାଜଧାନୀକୁ । ବିଶ୍ଳେଷକଙ୍କ ମୁତାବକ ୧୨ ଜିଲ୍ଲାରେ ୯୦ ପ୍ରତିଶତ ଜଙ୍ଗଲ ଜମିରେ ହେଉଛି ଗଞ୍ଜେଇ ଚାଷ ଏବଂ ୧୦ ପ୍ରତିଶତ ରାଜସ୍ୱ ଜମିରେ ଉନ୍ନତ ମାନର ଏହି ଚାଷ ଚାଲୁଛି । ଏହା ପଛରେ ରାଜନେତା ମାନଙ୍କ ସମ୍ପୃକ୍ତି ଥିବାସହ ମାଓ ସଂଗଠନ ମାନେ ମଧ୍ୟ ଲାଭ ପାଉଛନ୍ତି ଏହି ବେପାରରୁ । ସେହିପରି ଭାବେ ଦେଶୀ ଚୋରା ମଦ ବେପାର ମଧ୍ୟ ଖୁବ ଜୋରଦାର ଚାଲିଛି ରାଜଧାନୀରେ । ମାଷ୍ଟର କ୍ୟାଣ୍ଟିନ ଏବଂ ଲକ୍ଷ୍ମୀସାଗର ବ୍ରିଜ ତଳୁ ସାରା ରାଜଧାନୀକୁ ହେଉଛି ଚାଲାଣ ।

ତେବେ ଜଙ୍ଗଲ ବିଭାଗ କିପରି ଭାବେ ଏହି ଚାଷ ସମ୍ବନ୍ଧରେ ତଥ୍ୟ ପାଉନି ?  ପୂର୍ବତନ ଡିଜିପି ସଞ୍ଜୀବ ମାରିକ ମଧ୍ୟ କ୍ଷୋଭ ପ୍ରକାଶ କରିବା ସହ  ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ପୂର୍ବତନ ଅବକାରୀ କମିଶନର ସୁଦର୍ଶନ ନାୟକ ମଧ୍ୟ ପ୍ରଶାସନର ଦକ୍ଷତା ,ଯୋଗ୍ୟତା, ପାରଦର୍ଶିତା ଉପରେ ଆଙ୍ଗୁଠି ନିର୍ଦେଶ କରିଛନ୍ତି । NDPS ଆକ୍ଟ ର କନଭିକ୍ସନ ରେଟ ବହୁତ କମ ରହିଛି ଏବଂ ମୋଟ କାରବାରର ୨ ପ୍ରତିଶତରୁ କମ ସିଜ ହେଉଥିବା ନେଇ କହିଛନ୍ତି । ତେବେ ପ୍ରଶାସନ କାହିଁକି କିଙ୍ଗପିନ କୁ ଧରିପାରୁନି, କାହିଁକି ଅନ୍ୟ ରାଜ୍ୟରୁ ତଥା ଦେଶରୁ ଆସୁଥିବା ଏହି ଜହର ଉପରେ ତଦନ୍ତ କରୁନାହିଁ ? କେବେ ରାଜ୍ୟକୁ ନିଶାମୁକ୍ତ କରିବାରେ ସଫଳ ହୋଇପାରିବ ପ୍ରଶାସନ ଏହାହିଁ ଆଜିର ଦିନରେ ସବୁଠୁ ବଡ ପ୍ରଶ୍ନ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like