-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ରାଜନୀତି

ଓଡିଆ ଭଜନମାଳା “ଆଚ୍ଛାଦିତ” ଉନ୍ମୋଚିତ ଓ କବିତାଗୁଚ୍ଛ “ଅଭୁଲାସ୍ମୃତି” ଲୋକାର୍ପିତ

19-May-2024



ବଲାଙ୍ଗିର(ପ୍ରେରଣା ଖବର ): କବିତାର ସୁମଧୁରପଂକ୍ତି ସଂଗୀତର ମୂର୍ଚ୍ଛନା ଆସରକୁ ଭାବପ୍ରବଣ କରିଥିଲା । ଭକ୍ତି ଓ ଆବେଗର ବର୍ଷାରେ ଭିଜିଥିଲେ ସାହିତ୍ୟ ଓ ସଂଗୀତର ଅନୁରାଗୀ । ଅବସରଥିଲା ଜୟଦେବଭବନର ପ୍ରେକ୍ଷାଳୟରେ ମହ୍ଲାର ନିବେଦିତ ସଂଗୀତସଂଧ୍ୟା । ସୁପ୍ରସିଦ୍ଧ ଗୀତିକବି ଜୟକୃଷ୍ଣ ତ୍ରୀପାଠୀ ରଚିତ ଓଡିଆ ଭଜନମାଳା ଆହ୍ଲାଦିତ ପୁସ୍ତକ ଉନ୍ମୋଚିତ ହୋଇଥିଲା । ବିଶିଷ୍ଟ ସାରସ୍ୱତ ସାଧକ ଇଂ.ଅଭିରାମ ଦାଶ ରଚିତ ଓଡିଆ କବିତାଗୁଚ୍ଛ ଅଭୁଲାସ୍ମୃତି ମଧ୍ୟ ଏହି ମଞ୍ଚରେ ଲୋକାର୍ପିତ ହୋଇଥିଲା । ସାହିତ୍ୟ-ସଂଗୀତର ପରିଣୟରେ ସାରସ୍ୱତ ସାଧନା କାଳଜୟୀ ହୁଏ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଅନନ୍ୟ ସାଧକ କବିଲୋକରତ୍ନ ପଦ୍ମଶ୍ରୀ ହଳଧର ନାଗ,ସୁପ୍ରସିଦ୍ଧ ବ୍ୟଙ୍ଗକବି ଜ୍ଞାନାନନ୍ଦ ହୋତା ଓ ବିଲୁପ୍ତ ଲୋକକଳା-ସଂସ୍କୃତିର ସଂରକ୍ଷକ ତଥା ପୃଷ୍ଠପୋଷକ ଅଧ୍ୟାପକ ରଜତ ପାଣିଗ୍ରାହୀ କବିଦ୍ୱୟଙ୍କୁ ଅଭିନନ୍ଦନ ଜଣାଇବା ସହ ଆସରକୁ ସମ୍ବୋଧିତ କରିଥିଲେ । ପରେ ପରେ ଗୀତିକବି ଜୟକୃଷ୍ଣ ତ୍ରୀପାଠୀଙ୍କ ବଳିଷ୍ଠ ରଚନାକୁ ପୁରାତନ ହିନ୍ଦିଚଳଚିତ୍ର ଗୀତରଛାୟାରେ ବିଶିଷ୍ଟକଣ୍ଠଶୀଲ୍ପୀ ବରଦାପ୍ରସନ୍ନ ପଟ୍ଟନାୟକ,ଅସୀତ ଦାସ,ଲୋଭା ପଢୀଆରୀ,ଅମ୍ବରୀଶ ଦାଶ ଓ ସ୍ୱୟଂ ଇଂ ଅଭିରାମ ଦାଶ ଉପସ୍ଥାପନ କରିଥିଲେ । ଇଂ,ବିଭାସ ମହାନ୍ତି ମାଉଥଅର୍ଗାନରେ ଓଡିଆ ଭଜନ ପରିବେଷଣ ଅତ୍ୟନ୍ତ ମନଛୁଆଁ ଥିଲା । ଓଡିଶାର ଖ୍ୟାତନାମା ସଂଗୀତ ସଂଧ୍ୟାଟି ଖୁବ ଶୃତିମଧୁର ଓ ହୃଦୟସ୍ପର୍ଷ୍ଟି ହୋଇଥିଲା । କାର୍ଯ୍ୟକ୍ରମର ଅନ୍ତିମ ସୋପାନରେ କବି ହଳଧର ନାଗଙ୍କ କୋସଲୀ କବିତାରେ ଦର୍ଶକଗଣ ବିହ୍ୱଳିତ ହୋଇଥିଲେ । ଅଧ୍ୟାପକ ଡ.ମୃତ୍ୟୁଞ୍ଜୟ ରଥଙ୍କ ମଞ୍ଚ ସଂଯୋଜନାରେ ପ୍ରସ୍ତୁତ ସଂଗୀତ ସଂଧ୍ୟାରେ ଆଚ୍ଛାଦିତ ପୁସ୍ତକର ପ୍ରକାଶିକା ଶ୍ରୀମତୀ ମିତ୍ରବିନ୍ଦା ଦାଶ,ପ୍ରେରଣାଦାତ୍ରୀ ନାଗ୍ନାଜୀତି ତ୍ରୀପାଠୀ,ବିଶିଷ୍ଟ ବୃତ୍ତଚିତ୍ର ନିର୍ଦ୍ଦେଶକ ଗୌରହରୀ ବିଶ୍ୱାଳ ଏବଂ ମଞ୍ଚ ସଂଯୋଜକବୃନ୍ଦ ମନସ୍ୱିନୀ ତରାସିଆ,ପ୍ରସନ୍ନ ମହାନ୍ତି, ଗଣେଶ ରାଉତ,ସୌମ୍ୟରଂଜନ ମହାପାତ୍ରଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳ ହୋଇଥିଲା । ଶେଷରେ ପ୍ରଯୋଜକ ଅମ୍ବରୀଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like