-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଅପରାଧ

ନିର୍ବାଚନ ପାଇଁ ଅପରାଧୀ ଗୋଷ୍ଠୀ ସକ୍ରୀୟ,ବଲାଙ୍ଗୀରବାସୀ ଅତିଷ୍ଠ

18-May-2024



ବଲାଙ୍ଗିର-ବଲାଙ୍ଗୀରରେ ନିର୍ବାଚନୀ ମାହୋଲ ସରଗରମ ହୋଇଥିବା ବେଳେ ଅପରାଧିଗୋଷ୍ଠୀ ମଧ୍ୟ ସକ୍ରୀୟ ହୋଇଛନ୍ତି । କିଛି ଅପରାଧିକଗୋଷ୍ଠୀକୁ ପୋଲିସ ଗିରଫ କରି ଜେଲରେ ଭରିଛି l କିନ୍ତୁ ଅନେକ ଅପରାଧି ରାଜନୈତିକ ପୃଷ୍ଠପୋଷକତାରେ ପରିଚାଳିତ ହୋଇ ନିର୍ବାଚନ ପାଇଁ ସକ୍ରୀୟ ରହିଛନ୍ତି । ଚଳିତନିର୍ବାଚନରେ ରାଜନେତାମାନେ ତାଙ୍କର ନାମାଙ୍କନ ରାଲି ହେଉ କି ପଡାମାନଙ୍କରେ ପ୍ରଚାର ମିଟିଂ ହେଉ ସବୁଠି ସେହି ଗୋଷ୍ଠୀମାନେ ଉପସ୍ଥିତ ରହୁଥିବା ଲକ୍ଷ୍ୟକରାଯାଇଛି । କିଛି ଜେଲଫେରନ୍ତା ଅପରାଧି, କଫସିରଫ ବ୍ୟବସାୟୀ, ଜମିମାଫିଆ, ମାସିକିଆ ବଟି ଅସୁଲିରେ ଥିବା ପରି କିଛି ଅସାମାଜିକ ଯୁବକମାନେ ହାତରେ ଫୁଲମାଳ ଧରି ଯୁବନେତାଙ୍କୁ ଉତ୍ସାହିତ କରୁଥିଲେ । ନାମାଙ୍କନ ବେଳେ ଯୁବନେତାଙ୍କ ସାଙ୍ଗରେ ଏପରି ଯୁବକଙ୍କୁ ଦେଖି ଲୋକେ ତାଜୁବ ହୋଇ ଦେଖୁଥିଲେ । ସାଗରପଡା ଅଞ୍ଚଳର ଜଣେ ଡକାୟତିମାମଲାର ଅଭିଯୁକ୍ତ ତାଙ୍କର କିଛି ସହଯୋଗିଙ୍କୁ ନେଇ ଯୁବନେତାଙ୍କୁ ଫୁଲମାଳ ଦେଉଥିବା ବେଳେ ଲୋକଙ୍କ ଭୃକୁଞ୍ଚନ ସୃଷ୍ଟି ହୋଇଥିଲା । ତେବେ ସବୁଠୁ ବିଡମ୍ବନା ହେଲା ଜଣେ ଅପରାଧିକ ପୃଷ୍ଠଭୂମୀ ଥିବା ଯୁବକ ଯିଏକି ଆରଟିଆଇରେ ସୂଚନା ମାଗି ଲୋକଙ୍କୁ ବ୍ଲାକମେଲିଂ କରୁଛି ସେହି ଯୁବକକୁ ଲଗାଇ ଲୋକଙ୍କ ନାମରେ ସୋସିଆଲ ମିଡିଆରେ ମିଥ୍ୟା ପୋଷ୍ଠିଂଗୁଡିକ କରାଯାଉଛି ।  କେବଳ ସେତକି ନୁହେଁ ଏକ ନିଦ୍ଦିଷ୍ଟବର୍ଗର ଯୁବକମାନଙ୍କୁ ସଂଗଠିତ କରି ନିର୍ବାଚନରେ ପ୍ରମୁଖ ଭୂମୀକା ଗ୍ରହଣ କରିବାକୁ ଏକ କଲ୍ୟାଣମଣ୍ଡପରେ ବୈଠକ କରି ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି । ସେହିବର୍ଗର ଭୋଟ ସହିତ ଆଗକୁ ଅପରାଧିଗୋଷ୍ଠୀକୁ ଆଇନଗତ ଓ ରାଜନୈତିକ ସୁରକ୍ଷା ଦେବାକୁ ମଧ୍ୟ ଯୁବନେତା ପ୍ରତିଶୃତି ଦେଇଥିବା ଆଲୋଚନାର ବିଷୟ ହୋଇଛି । ବଲାଙ୍ଗୀର ସହରର ଶାନ୍ତି,ମୈତ୍ରୀ କଥା କହି ଲୋକଙ୍କୁ ଭ୍ରମିତ କରୁଥିବା ବେଳେ ସେପଟେ ତାଙ୍କର ପରିବାରବର୍ଗ ଓ ସହଯୋଗୀମାନେ ଲୋକଙ୍କୁ ବିଭିନ୍ନ ପ୍ରକାରେ ହଇରାଣହରକତ କରୁଛନ୍ତି । ଏପରିକି ଜଣେ ବ୍ୟକ୍ତିଙ୍କ ଜମିକୁ ଜବରଦସ୍ତ ହଡପ କରିବାକୁ ଉଦ୍ୟମ କରିବାକୁ ସେହି ବ୍ୟକ୍ତିଙ୍କ ନାମରେ ଏକ ମିଥ୍ୟା ଏଟ୍ରୋସିଟି କେସ କରାଇ ହଇରାଣ କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ତେଣୁ ଏଭଳି ନେତାଙ୍କୁ ଚଳିତ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବାକୁ ବିଭିନ୍ନ ମହଲରୁ ନିବେଦନ କରାଯାଇଛି । ଏବେ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ଥିବା ବେଳେ ରେଳ ଷ୍ଟେସନ, ସାଲେପାଲି, ମାଲପଡା, କଂସାରୀପଡା କଲେଜଛକ,ବିଭୁତିପଡା ଅଞ୍ଚଳର ଅପରାଧିକ ଗୋଷ୍ଠୀ ଦଳ ଦଳ ହୋଇ ନେତାଙ୍କ ପଛେ ବୁଲୁଛନ୍ତି । ବଲାଙ୍ଗୀର ପୋଲିସ ଏହି ଦୁଇଦିନ ସଜାଗ ନହେଲେ ବଲାଙ୍ଗୀର ନିର୍ବାଚନରେ କିଛି ମଧ୍ୟ ଅଘଟଣ ଘଟିପାରେ ବୋଲି ଆଶଂକା କରାଯାଉଛି । ବଲାଙ୍ଗୀର ଜିଲ୍ଲାପାଳ ଓ ଏସପି ଏଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like