-+91-9937148622 |

prerana_bgr@rediffmail.com |

  Thursday 14th May 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ    (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      *ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   (14-May-2026)       ||      ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   (14-May-2026)       ||      ସାମ୍ବାଦିକ ଙ୍କ ମାତୃ ବିୟୋଗ   (14-May-2026)       ||      ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   (14-May-2026)       ||      ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   (14-May-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   (14-May-2026)       ||      ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ    (14-May-2026)       ||      ଦଶମ ଜିଲ୍ଲାପରିଷଦ ବୈଠକ ଶେଷ    (14-May-2026)       ||      ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   (14-May-2026)       ||      ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (14-May-2026)       ||      ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା    (14-May-2026)       ||      ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର    (14-May-2026)       ||      ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   (14-May-2026)       ||      ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    (13-May-2026)       ||     

HOME   ରାଜନୀତି

ଜନ ଆଶିର୍ବାଦ ସଭାରେ ଯୋଗ ଦେଲେ ହଜାର ହଜାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ, ବିକାଶ ଦିଗରେ ନରସିଂହଙ୍କ ପଦାଙ୍କ ଅନୁସରଣ ର ପ୍ରତିଜ୍ଞା କଲେ ସମରେନ୍ଦ୍ର

20-Apr-2024



ବଲାଙ୍ଗୀର,: ହଜାର ହଜାର ସଂଖ୍ୟାରେ ଅଂଚଳରୁ ବୁଦ୍ଧିଜିବୀ ବରିଷ୍ଠ ନାଗରିକ ମତେ ଆଶିର୍ବାଦ ଦେବା ପାଇଁ ଆସି ଥିବାରୁ ମୁଁ କୃତଜ୍ଞ । ମୁଁ ପ୍ରତିଜ୍ଞା ଓ ପ୍ରତିଶୃତି ଦେଉଛି ଅଂଚଳର ବିକାଶ ଦିଗରେ ପ୍ରୀୟ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ପଦାଙ୍କ ଅନୁସରଣ କରିବି । ସେ ଦେଖେଇଥିବା ବାଟରେ ଚାଲିବି,  ସମସ୍ୟା ସମାଧାନ କରିବା ଦିଗରେ ସେ ଯେପରି ପ୍ରତ୍ୟେକ ବର୍ଗ ଯଥା ଛାତ୍ର, ଯୁବକ, କୃଷକ, ଶ୍ରମିକ ମହିଳା ଓ ଅବହେଳିତ ମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ କାମ କରିଥାନ୍ତି ସେହି ଦିଗରେ ମୁଁ ଶତପ୍ରତିଶତ ଯତ୍ନବାନ ହୋଇ ଅଂଚଳ ତଥା ଲୋକଙ୍କ ସେବା କରିବି । ଆହୁରି ମଧ୍ୟ ଆମ ପ୍ରତିଦ୍ୱନ୍ଦି ଅଭିଜ୍ଞତା କଥା କହୁଛନ୍ତି ତେଣୁ ମୁଁ କହି ରଖୁଛି ଯେ ପର୍ଯ୍ୟନ୍ତ ଅଭିଜ୍ଞତାର ଅଂଚଳର ବିକାଶ ପାଇଁ ସକରାତ୍ମକ ଦିଗରେ ପ୍ରୟୋଗ କରିବା ପାଇଁ ବୁଦ୍ଧି ନ ଥାଏ ସେ ପର୍ଯ୍ୟନ୍ତ ସେ ଭଳି ଅଭିଜ୍ଞତା ମାନେ ନାହିଁ । ତେଣୁ ମୁଁ ନିଶ୍ଚିତ କହିବି ମୋ ସାମନାରେ ବସିଥିବା ବରିଷ୍ଠ ବ୍ୟକ୍ତିବିଶେଷମାନେ ଢେର ଅଭିଜ୍ଞତା ଅର୍ଜନ କରିଛନ୍ତି ସେମାନେ  ଆଗାମୀ ନିର୍ବାଚନରେ ତାଙ୍କ ଅଭିଜ୍ଞତା ଓ ଗତ ୧୦ ବର୍ଷର ଅନୁଭୁତି କୁ ପାଥେୟ କରି ନିଶ୍ଚିତ ଭାବରେ  ଠିକ୍ ନିଷ୍ପତ୍ତି ନେଇ ମୋତେ ଆଶିର୍ବାଦ କରିବେ ବୋଲି ଗତ କାଲି ସ୍ଥାନୀୟ ହୋଟେଲ ସେଲିବ୍ରେସନ ନିକଟସ୍ଥ ପଡିଆ ଠାରେ ଅନୁଷ୍ଠିତ ଜନଆଶିର୍ବାଦ ସଭାରେ ବଲାଙ୍ଗିର ବିଧାନସଭା ନିର୍ବାଚନୀ ମଣ୍ଡଳି ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସବୁବେଳେ ମିଛ ର ନୁହେଁ ସତ୍ୟର ବିଜୟ ହୋଇଥାଏ । ଆଉ ଆପଣମାନେ ବେଶ୍ ଅଭିଜ୍ଞ । ଆପଣ ସତ୍ୟ ଓ ମିଛର ଫରକ ଅନୁଭବ କରି ସାରିଛନ୍ତି । ମୁଁ ତ ନିଶ୍ଚିତ ଭାବରେ କହିବି ଯେ ଆମ ଅଂଚଳରେ ଥିବା ରୋଡ ରାସ୍ତା ସତ୍ୟର ପଥ ନିଶ୍ଚୟ ଦେଖାଇବ, ଆମ ଅଂଚଳର ପିଇବା ପାଣି, ଆମ ଅଂଚଳର ଶିକ୍ଷା ଓ କ୍ରୀଡାଭିତ୍ତିଭୂମି, ମେଡିକାଲ କଲେଜ, ଲୋୟର ସୁକତେଲ ସତ୍ୟର ବିଜୟ ପାଇଁ ନିଶ୍ଚୟ ରାସ୍ତା କଢାଇବ ବୋଲି ସମରେନ୍ଦ୍ର କହିଥିଲେ । ଜନ ଆଶିର୍ବାଦ ସଭାର ପ୍ରାରମ୍ଭ ରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ସମସ୍ତ ବୁଦ୍ଧିଜିବି ଓ ବରିଷ୍ଠ ନାଗରିକମାନଙ୍କୁ ସ୍ୱାଗତ କରିବା ସହିତ ଅଂଚଳକୁ ବିକଶିତ କରିବା ପାଇଁ ସରକାରଙ୍କ ସହିତ କିପରି ଲଢେଇ କରାଯାଇଥିଲା ସୂଚନା ଦେଇଥିଲେ । ତା ସହ ସେ କହିଥିଲେ ଦୁର୍ନିତି ତଥା ନାରୀ ନିର୍ଯ୍ୟାତନାରେ ଶୂନ୍ୟ ସହନଶିଳତା ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜ ପରିବାର ବନ୍ଧୁଙ୍କ ୪ହଜାର କୋଟି ଟଙ୍କାର ସିଂଲି ଜମି ଦୁର୍ନିତି ଓ ବଧୂ ନିର୍ଯ୍ୟାତନାରେ ତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଥିବା ସମସ୍ତ ରାଜ ପରିବାର ସଂଶ୍ଲିଷ୍ଟ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଏଥିରୁ ତାଙ୍କର ସ୍ୱଚ୍ଛତା ଓ ନିରପେକ୍ଷତା କେତେ ଜଣାପଡିଯାଉଛି । ସମରେନ୍ଦ୍ରଙ୍କୁ ଆଶିର୍ବାଦ ପ୍ରଦାନ କରିବାକୁ ସେ କହିଥିଲେ ଯେ ଯଦି ଓ ସମରେନ୍ଦ୍ର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛି ମୁଁ କିନ୍ତୁ ରାଜନୀତିରୁ ଅବସର ନେଉ ନାହିଁ । ମରିବା ପର୍ଯ୍ୟନ୍ତ ରାଜନୀତିରେ ରହି ଲୋକଙ୍କ ସେବା କରିବି । ଆପଣମାନେ ସମରେନ୍ଦ୍ରଙ୍କୁ ଆଶିର୍ବାଦ କରନ୍ତୁ ନିଶ୍ଚିତ ଭାବେ ଆପଣମାନେ “ଗୋଟିଏ ଭୁତିରେ ଦୁଇଟି ହଲିଆ” ପାଇବେ ବୋଲିି ଦୃଢ ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଞ୍ଚଳ, ସଦର ଓ ଦେଓଗାଁ ବ୍ଲକରୁ ହଜାର ହଜାର ସଂଖ୍ୟାରେ ବୁଦ୍ଧିଜିବି ଓ ବରିଷ୍ଠ ନାଗରିକ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କୁ ନିର୍ବାଚନୀରେ ବିଜୟୀ ହେବା ପାଇଁ ଆଶିର୍ବାଦ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
*ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   14-May-2026
  ଜିଲ୍ଲା  
ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   14-May-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ମାତୃ ବିୟୋଗ   14-May-2026
  ଜିଲ୍ଲା  
ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   14-May-2026
  ରାଜ୍ୟ  
ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   14-May-2026
  ଜିଲ୍ଲା  
ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   14-May-2026
  ଜିଲ୍ଲା  
ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ   14-May-2026
  ଜିଲ୍ଲା  
ଦଶମ ଜିଲ୍ଲାପରିଷଦ ବୈଠକ ଶେଷ   14-May-2026
  ଜିଲ୍ଲା  
ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   14-May-2026

You Might Also Like