-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||     

HOME   ରାଜ୍ୟ

 ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ

08-Dec-2023



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବୈଦୁପାଲି ପଞ୍ଚାୟତ ଅନ୍ତର୍ଗତ ଲରିଆବାହାଲ ଗ୍ରାମରେ ଥିବା ସେମେଲ ବନ୍ଧର ମାଟିକାମରେ ମହାଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।  ଉକ୍ତ ଗ୍ରାମରେ ଥିବା ଏକମାତ୍ର ପୋଖରୀ ଥିବା ସେମେଲ ବନ୍ଧ ଉପରେ ୪ୱାର୍ଡ ବିଶିଷ୍ଟ ଗ୍ରାମବାସୀ ନିର୍ଭର କରିଆସୁଥିଲେ । ବିଗତ କିଛି ବର୍ଷ ହେବ ଉକ୍ତ ପୋଖରୀରେ ବିଭିନ୍ନ ପ୍ରକାର ଦଳ ଏବଂ ମାଟି ଭର୍ତ୍ତି ହୋଇଥିଲା । ଫଳରେ ଲୋକେ ନିତ୍ୟ ବ୍ୟବହାର, ତଥା ଗୋରୁଗାଈଙ୍କ ପାଇଁ ପାଣିର ନାହିଁ ନଥିବା ଅସୁବିଧା ଦେଖାଦେଇଥିଲେ । ଏମିତି ଏକ ସମୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୁଜାରୀ ଉକ୍ତ ଗ୍ରାମ ପରିଦର୍ଶନରେ ଯାଇଥିଲେ। ଗ୍ରାମବାସୀ ପୋଖରୀର ଅବସ୍ଥା ଏବଂ ପାଣି ପାଇଁ ଗ୍ରାମବାସୀ ହେଉଥିବା ଅସୁବିଧା ଉପରେ ଅଭିଯୋଗ କରିଥିଲେ ।

ସେଠାରୁ ମନ୍ତ୍ରୀ ଉକ୍ତ ପୋଖରୀ ପରିଦର୍ଶନ କରି ମାଟି କାମ କରାଯିବାର ନିର୍ଭର ପ୍ରତିଶୃତି ଗ୍ରାମବାସୀଙ୍କୁ ଦେଇଥିଲେ ।  ପ୍ରତିଶୃତି ଅନୁସାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଏବଂ ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ୧୦ଲକ୍ଷ ଟଙ୍କା ଲେଖାଏ ୨୦ଲକ୍ଷ ଏବଂ ପଞ୍ଚାୟତ ପାଣ୍ଠିରୁ ୩ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଉକ୍ତ ପୋଖରୀ ଉନ୍ନୟନ କାମ ସଠିକ ଭାବରେ କରାଯିବା ଉପରେ ମନ୍ତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଇ ଗ୍ରାମବାସୀ ଏକ ୨୦ ଜଣିଆ ତଦାରଖ କମିଟୀ କରିଥିଲେ । ଉକ୍ତ କମିଟୀ ପ୍ରତ୍ୟେହ ପୋଖରୀରେ ରହି କାମ ତଦାରଖ କରିଥିଲେ । କାମଟି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ହୋଇଥିଲେ ମଧ୍ୟ ପ୍ରକୃତରେ ମନ୍ତ୍ରୀଙ୍କ ଦୁଇଜଣ ପାଖ ଲୋକ ଏହାକୁ କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରାୟ ୧୫ରୁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ  ତିନୋଟି କିସ୍ତିରେ ୨୩ଲକ୍ଷ ଟଙ୍କା ଉଠା ଯାଇଛି । ଯେତେବେଳେ ଉକ୍ତ ଘଟଣା ଜାଣିବାକୁ ପାଇଲେ ସେତେବେଳକୁ ପୋଖରୀରେ ପାଣି ଭର୍ତ୍ତି କରି ସମସ୍ତ ପ୍ରମାଣ ନଷ୍ଟ କରି ଦେଇଛନ୍ତି। ବର୍ତ୍ତମାନ କେତେ କାମ ହୋଇଛି ତାହା ଜଣାପଡୁ ନାହିଁ । ଉକ୍ତ କାମକୁ ବିଭାଗୀୟ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ତତ୍କାଳୀନ ବିଡିଓ ତ୍ରୀପୁର ମହାନନ୍ଦଙ୍କ ସମୟରେ ହୋଇଅଛି ।

କମ କାମ କରି ଅଧିକ ବିଲ କରିବାରେ ମନ୍ତ୍ରୀଙ୍କ ସମ୍ପର୍କୀୟ ମାନେ ବିଭାଗୀୟ ଅଧିକାରୀମାନଙ୍କ ଉପରେ ଚାପ ସୃଷ୍ଟି କରି ବିଲ୍ ହାତେଇଥିବା ଜଣାଯାଏ ।  ଏ ସଂପର୍କରେ ସହକାରୀ ଯନ୍ତ୍ରୀ ଶୁବନାଦ ମାଝିଙ୍କୁ ପଚାରିବାରୁ ସେ କୌଣିସ ପ୍ରତିକ୍ରିୟା ଦେବାକୁ ମନା କରିବା ସହ ଯନ୍ତ୍ରୀ ଦେଇ ପାରିବେ ବୋଲି କହିଥିଲେ । ସେହିପରି ବିଭାଗୀୟ ଯନ୍ତ୍ରୀ ମହାପାତ୍ର ବାବୁ ଛୁଟିରେ ରହିଥିବାରୁ ତାଙ୍କର ପ୍ରତିକ୍ରିୟ ଜଣାପଡି ନଥିବା । ବର୍ତ୍ତମାନ ବିଡିଓ ଥିବା ରୋହିତ ଭୋଇ ସେ ନୁଆ ହୋଇ ଆସିଛନ୍ତି। ଉକ୍ତ କାମ ପୁର୍ବତନ ବିଡିଓ ତ୍ରୀପୁର ମହାନନ୍ଦଙ୍କ ସମୟର ଅଟେ। ଏଣୁ ତଦନ୍ତ ପରେ କଣ ହୋଇଛି କହିପାରିବି ବୋଲି ସେ ପ୍ରକାଶ କରିଥିଲେ । ଗ୍ରାମର ୱାର୍ଡ ମେମ୍ବର ନିଳମଣି ସାହୁ ପ୍ରକାଶ କରିଛନ୍ତି ଯେ, କାମରେ ଦୁର୍ନୀତି ହୋଇଛି । କାମ କମ ହୋଇଛି l ବିଲ୍ ପୁରା ଉଠାଇ ପାଣି ଭର୍ତ୍ତି କରି ଦେଇଛନ୍ତି । ମନ୍ତ୍ରୀ ମହୋଦୟ ଗ୍ରାମବାସୀଙ୍କ କଥା ଏବଂ ଦୁଃଖ ବୁଝି ଦେଇଥିବା ଅନୁଦାନକୁ ଯନ୍ତ୍ରୀ, ବିଡିଓ, ସହାକାରୀ ଯନ୍ତ୍ରୀ ଏବଂ କାମ ତଦାରଖ କରୁଥିବା ମନ୍ତ୍ରୀଙ୍କ ସଂପର୍କୀୟ ମାନେ ଖାଇ ଯାଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଏଭଳି ପ୍ରତିକ୍ରିୟା ଗ୍ରାମର ଯୁବ ସଚେତନ ବ୍ୟକ୍ତି ବିକାଶ ହାତୀ ମଧ୍ୟ କ୍ଷୋଭର ସହ କହିଛନ୍ତି ଯେ ଏହି ମହା ଦୁର୍ନୀତିର ତଦନ୍ତ କରାଗଲେ ବିଭାଗୀୟ ଅଧିକାରୀମାନଙ୍କ ଦୁର୍ନୀତିର ପର୍ଦ୍ଦାଫାସ ହୁଅନ୍ତା ବୋଲି କହିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026
  ଜିଲ୍ଲା  
ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   16-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   16-Aug-2026
  ଜିଲ୍ଲା  
ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   16-Aug-2026
  ଜିଲ୍ଲା  
ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   16-Aug-2026
  ଜିଲ୍ଲା  
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   16-Aug-2026
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   16-Aug-2026

You Might Also Like