-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

କଲାହାଣ୍ଡି ଜିଲ୍ଲାରେ ପି, ଡି, ଏସ ଚାଉଳ ବଣ୍ଟନ ପ୍ରକ୍ରିୟା ବ୍ୟତିକ୍ରମ ଅଭିଯୋଗ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନ?   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   (24-Aug-2026)       ||      ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   (24-Aug-2026)       ||      ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   (24-Aug-2026)       ||      ରାଜ୍ୟ ସ୍ତରିୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଇଁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା   (24-Aug-2026)       ||      *ଶ୍ରାବଣ ଶେଷ ସୋମବାର ଅବସରରେ କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (24-Aug-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଉଦଯାପିତ   (24-Aug-2026)       ||      ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ♦️ ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନା♦️ ତୃଣମୁଳ ସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ   (24-Aug-2026)       ||      ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ,ବଲାଙ୍ଗୀର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର   (24-Aug-2026)       ||      ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (24-Aug-2026)       ||      ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   (24-Aug-2026)       ||      ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   (24-Aug-2026)       ||      ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||     

HOME   ଜିଲ୍ଲା

ଶୈଳଶ୍ରୀ ପ୍ୟାଲେସ ସମ୍ପତ୍ତିକୁ ନେଇ କନକ-ଶ୍ରୀବର୍ଦ୍ଧନଙ୍କ ମଧ୍ୟରେ ବିବାଦ, ଥାନାରେ ଏତଲା, କୋର୍ଟ ଷ୍ଟାଟସକୋ ନିର୍ଦ୍ଦେଶକୁ କନକଙ୍କ ଉଲଂଘନ ଅଭିଯୋଗ

27-Nov-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ରାଜପରିବାରର ଶୈଳଶ୍ରୀ ପ୍ୟାଲେସକୁ ନେଇ ବହୁଦିନରୁ ବିବାଦ ଲାଗିରହିଛି । ଏବେ ପୁଣି ଥରେ ଏହାକୁ ନେଇ କନକବର୍ଦ୍ଧନ ସିଂଦେଓ ଓ ତାଙ୍କ ଭାଇ ଶ୍ରବର୍ଦ୍ଧନ ସିଂଦେଓଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଶୈଳଶ୍ରୀ ପ୍ୟାଲେସର ପଛପଟେ କନକବର୍ଦ୍ଧନ କିଛି ନିର୍ମାଣ କାମ କରାଉଛନ୍ତି । ଏହାକୁ କନକଙ୍କ ଭାଇ ଶ୍ରୀବର୍ଦ୍ଧନ ସିଂଦେଓ ବିରୋଧ କରୁଛନ୍ତି । ଭୁବନେଶ୍ୱର ଅତିରିକ୍ତ ସିଭିଲଜଜଜ୍ ଙ୍କ କୋର୍ଟର ମାମଲା ନମ୍ବର ୭୦/୨୦୦୮ରେ ଗତ ୨୦୦୮ ମସିହାରୁ ପ୍ୟାଲେସରେ ସ୍ଥିତାବସ୍ଥା(ଷ୍ଟାଟସ-କୋ) ବଜାୟ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ କନକବର୍ଦ୍ଧନ ଜବରଦସ୍ତ ଉଲଂଘନ କରୁଥିବା ଶ୍ରୀବର୍ଦ୍ଧନ ଅଭିଯୋଗ କରି ବଲାଙ୍ଗୀର ଟାଉନ୍‌ ଥାନାରେ ଏତଲା ଦେଇ କାମକୁ ବନ୍ଦ କରାଇବାକୁ ଲିଖିତ ଆକାରରେ ଜଣାଇଛନ୍ତି । ଟାଉନ ଥାନାରେ ଏହି ଅଭିଯୋଗକୁ ନେଇ ଗତ ୨୧.୧୧.୨୦୨୩ରେ ଷ୍ଟେସନଡାୟରୀ(ଜିଡି-୦୧୮)ରେ କରାଯାଇଛି । ତେବେ ଏହା ଏକ ଘରୋଇ ସମ୍ପତ୍ତି(ସିଭିଲ କେସ୍ ) ଜନିତ ମାମଲା ହୋଇଥିବାରୁ ଆବେଦନକାରୀ କୋର୍ଟର ପୁଣିଥରେ ଆଶ୍ରୟ ନିଅନ୍ତୁ ବୋଲି ଟାଉନଥାନା ଆଇଆଇସି ବିଶ୍ୱଜିତ ମନବୋଧ ପରାମର୍ଶ ଦେଇଥିବା କହିଛନ୍ତି ।

  ଅଭିଯୋଗରୁ ଜଣାଯାଇଛି ଯେ, ବଲାଙ୍ଗୀର ରାଜପରିବାରର ସମ୍ପତ୍ତିକୁ ନେଇ ମହାରାଜା ରାଜରାଜ ସିଂଦେଓଙ୍କ ପୁଅ କନକବର୍ଦ୍ଧନ ସିଂଦେଓ ଓ ପଟାୟତ ରାଜା ଅନଙ୍ଗଉଦୟ ସିଂଦେଓଙ୍କ ମଧ୍ୟରେ ଭୁବନେଶ୍ୱର ଅତିରିକ୍ତ ସିଭିଲ ଜଜଙ୍କ କୋର୍ଟରେ ମାମଲା ଚାଲିଛି । ଏହାପରେ ରାଜରାଜଙ୍କ ଦୁଇ ପୁଅ କନକବର୍ଦ୍ଧନ ସିଂଦେଓ ଓ ଶ୍ରୀବର୍ଦ୍ଧନ ସିଂଦଓଙ୍କ ମଧ୍ୟରେ ମଧ୍ୟ କୋର୍ଟରେ ମାମଲା ଚାଲିଛି । ମାନ୍ୟବର କୋର୍ଟ ମାମଲାର ଫଇସଲା ନହେବା ପର୍ଯ୍ୟନ୍ତ 

 ଶୈଳଶ୍ରୀ ପ୍ୟାଲେସର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ କରିଛନ୍ତି । କିନ୍ତୁ କନକବର୍ଦ୍ଧନ ସିଂଦେଓ ଏହି ନିର୍ଦ୍ଦେଶକୁ ଉଲଂଘନ କରି ପ୍ୟାଲେସରେ ନିର୍ମାଣକାମ କରାଉଥିବା ଶ୍ରୀ ବର୍ଦ୍ଧନ ଅଭିଯୋଗ କରିଛନ୍ତି । ଏହା ସହିତ ସେ କାମ କରିବାକୁ ମନା କରିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ଶ୍ରୀ ବର୍ଦ୍ଧନ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହି ଅଭିଯୋଗ ନେଇ କନକବର୍ଦ୍ଧନ ସିଂଦେଓଙ୍କୁ ପଚାରିବାରୁ ସେ କୋର୍ଟ ନିର୍ଦ୍ଦେଶର ଉଲଂଘନ କରିନାହାଁନ୍ତି ବରଂ ଶ୍ରୀବର୍ଦ୍ଧନ କୋର୍ଟର ଷ୍ଟାଟସକୋ ସତ୍ୱେ ଅନେକ ଜମି ବିକ୍ରୀ କରିଦେଇଛନ୍ତି । ସେ କେବଳ ପ୍ୟାଲେସର କିଛି ଅଂଶକୁ ମରାମତି କରାଉଛନ୍ତି । ଘରଗୁଡିକ ନଷ୍ଟ ନହେବାକୁ କେବଳ ମରାମତି କରାଉଛି ଯାହାକୁ କୋର୍ଟ ନିର୍ଦ୍ଦେଶର ଉଲଂଘନ ନୁହେଁ ବୋଲି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି । ରାଜପରିବାରର ଏହି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । କେବଳ ସମ୍ପତ୍ତି ନୁହେଁ ରାଜନୈତିକ କ୍ଷେତ୍ରରେ ମଧ୍ୟ କନକବର୍ଦ୍ଧନ ଓ ତାଙ୍କ ଭାଇ ଶ୍ରୀ ବର୍ଦ୍ଧନଙ୍କ ପତ୍ନୀ ପ୍ରକୃତୀଦେବୀଙ୍କ ମଧ୍ୟରେ ପାଟଣାଗଡ ନିର୍ବାଚନମଣ୍ଡଳିରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ସେହିପରି କନକବର୍ଦ୍ଧନଙ୍କ ପତ୍ନୀ ସଂଗୀତା କୁମାରୀ ସିଂଦେଓ ଓ ଅନଙ୍ଗଉଦୟ ସିଂଦେଓଙ୍କ ପୁଅ କଳିକେଶ ନାରାୟଣ ସିଂଦେଓଙ୍କ ମଧ୍ୟ ଗତ ୩ଟି ସାଧାରଣ ନିର୍ବାଚନରେ ସାଂସଦ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା ହୋଇଛି ।


News Comment




Photo in News

Advertisment
Lastest News
କଲାହାଣ୍ଡି ଜିଲ୍ଲାରେ ପି, ଡି, ଏସ ଚାଉଳ ବଣ୍ଟନ ପ୍ରକ୍ରିୟା ବ୍ୟତିକ୍ରମ ଅଭିଯୋଗ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନ?   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   24-Aug-2026
  ରାଜ୍ୟ  
ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   24-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   24-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରିୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଇଁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା   24-Aug-2026
  ଜିଲ୍ଲା  
*ଶ୍ରାବଣ ଶେଷ ସୋମବାର ଅବସରରେ କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   24-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଉଦଯାପିତ   24-Aug-2026
  ଜିଲ୍ଲା  
ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ♦️ ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନା♦️ ତୃଣମୁଳ ସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ   24-Aug-2026
  ଜିଲ୍ଲା  
ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ,ବଲାଙ୍ଗୀର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର   24-Aug-2026
  ଜିଲ୍ଲା  
ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   24-Aug-2026
  ଜିଲ୍ଲା  
ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   24-Aug-2026

You Might Also Like