-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2023
କଂଟାମାଲ(ଜୟ କୁମାର ମହାରଣା)- କଂଟାମାଲ ମିଶନ ଶକ୍ତି ଭବନ ଠାରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଚେୟାରମେନ୍ ତଥା ଏଡିଜେ ଶିବପ୍ରସାଦ ମହାପାତ୍ର, ସବ୍ ଜଜ୍ ତପନ ବେହେରା, ଜେଏମ୍ଏଫ୍ସି ସତ୍ୟନାରାୟନଣ ଦାଶ, ଓକିଲ ସଂଘ ସଭାପତି ଦୂତିଆ ଚରଣ ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଓ ଆଇନ ସହାୟତା ଉପରେ ବୁଝାଇ ଥିଲେ ।