-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
02-Nov-2023
ଭୁବନେଶ୍ବର (ପ୍ରେରଣା ଖବର): ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର l ୮୭ ବର୍ଷ ବୟସରେ ପରଲୋକ l
ସମାଜ' ର ସମ୍ପାଦକ ଥିଲେ ଶ୍ରୀଯୁକ୍ତ ମିଶ୍ର l
ସେ ଥିଲେ "ଅନୁପମ ଭାରତ'ର ପ୍ରତିଷ୍ଠାତା ସମ୍ପାଦକ l
କଟକରେ Eastern ଟାଇମସ ଗ୍ରୁପ୍ ରୁ ଆରମ୍ଭ ହୋଇଥିଲା ତାଙ୍କର ସାମ୍ବାଦିକତା ଜୀବନ l ସମ୍ବାଦ ଖବରକାଗଜ ଆରମ୍ଭ ବେଳେ ସେ ଥିଲେ ବାର୍ତା ସମ୍ପାଦକ l
ସମାଜରୁ ଅବସର ପରେ ଫିଚର ପତ୍ରିକା ଆମ ସମୟର ପ୍ରତିନିଧି ର ସମ୍ପାଦକ ଥିଲେ l ୧୯୩୬ ରେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ସେ ଜନ୍ନ ଗ୍ରହଣ କରିଥିଲେ l
ଇଂରାଜୀ, ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ତାଙ୍କର ବେଶ ପାରଦର୍ଶିତା ରହିଥିଲା l