-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||     

HOME   ଜିଲ୍ଲା

ହରଗୌରୀ ଯାତ୍ରା ର ମେଲୋଡି ରେ ବିଧାୟକ ପଦ୍ମନାଭ ବେହେରା ଭଜନ ସଂଗୀତ ପରିବେଷଣ କରି ଦର୍ଶକ ଙ୍କ ମନ ମୋହିଲେ

02-Nov-2023



ସୋନପୁର (ମନୋରଞ୍ଜନ ତ୍ରିପାଠୀ )::ସୋନପୁର ଢ଼େରlପଡା ର ପ୍ରସିଦ୍ଧ ହରଗୌରୀ  ଯାତ୍ରା ରେ ପ୍ରତିଦିନ ହରଗୌରୀ ଙ୍କ ଠାରେ ତେଲୁଗୁ ରୀତିନୀତି ଅନୁଯାୟୀ ପୂଜାପାଠ ଚାଲିଛି। ରାୟଗଡ଼ା ଜିଲ୍ଲା ଗୁମୁଡା ରୁ ଆସିଥିବା ତେଲୁଗୁ ପାନ୍ତୁଲୁ ଏ. ଦୁର୍ଗାପ୍ରସାଦ ଙ୍କ  ସମସ୍ତ ପୂଜାବିଧି ନିର୍ବାହ ହେଉଥିବା ବେଳେ ଆଜି ର ରୁଦ୍ରାଭିଷେକ, ଷୋଡଶ ଉପଚାର ପୂଜା ଓ ସୋନପୁର ର ହରିଓଂ ମେଲୋଡି କଳାକାର ଙ୍କ ସମ୍ବଲପୁରୀ ସଂଗୀତ

ସମେତ  ବିଭିନ୍ନ କଳାକାର ଙ୍କ ବିଭିନ୍ନ ଲାଇଫ ଷ୍ଟେଚ୍ୟୁ  ଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା l ଆଜି ସପ୍ତମ ଦିନ ର ରୁଦ୍ରା ଭିଷେକ ର କର୍ତ୍ତା ଭାବରେ କେ ତୁଳସୀ ପାତ୍ର ସପତ୍ନୀକ ଓ ଶ୍ରୀ ମେହେର ଙ୍କ ଦ୍ଵାରା  ପୂଜା ଅନୁଷ୍ଠିତ ହୋଇଥିଲା।  ଦେବଦମ୍ପତିଙ୍କୁ ଏକ ମଞ୍ଚ ଉପରେ ବସାଇ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ସମସ୍ତ ଙ୍କ ଘରେ ପ୍ରସ୍ତୁତ କୁଡୁମୁଲ୍ଲୁ ନାମକ ଏକ ସ୍ଵାଦିଷ୍ଟ ମଣ୍ଡା ହରଗୈ।ରୀ ଙ୍କ ଠାରେ ଲାଗି ହୋଇଛି। ପରଂମ୍ପରା ଅନୁଯାୟୀ ହରଗୈ।ରୀ ଙ୍କଠାରେ ପ୍ରତିଦିନ ବିଭିନ୍ନ ଘରେ ପ୍ରସ୍ତୁତି ବିଭିନ୍ନ ପିଠାପଣା ଲାଗି କରାଯାଇଥିଲା l ହର ଗୌରୀ ମହାପ୍ରଭୁ  ଶୋଭାଯାତ୍ରା ରେ ବାହାରି   ପୂଜା ପାଇଥିଲେ l ଏବଂ ଡେରା ସାହି ରେ ଭକ୍ତ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ l ଯାତ୍ରା ର ସପ୍ତମ ଦିବସ  ସଂlସ୍କୃତିକ ସନ୍ଧ୍ୟା ରେ  ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ପଦ୍ମନାଭ ବେହେରା, ଡେରା ସମ୍ପ୍ରଦାୟ ର ଭୁବନେଶ୍ୱର ସଭାପତି, ଛାତ୍ର ଜନତା ରାଜ୍ୟ ସାଧାରଣ ସମ୍ପାଦକ  ଅମୀୟ ରଞ୍ଜନ ଦାଶ, ପ୍ରଫେସର ନୀଳlମ୍ବର ଶତପଥୀ,  ଡେରା ସମ୍ପ୍ରଦାୟ ଭୁବନେଶ୍ୱର ର  ସମ୍ପାଦକ ଇଂ  କେ କ୍ରିଷ୍ଣା ରାଓ, ଯୋଗେଶ୍ୱର ରାଓ, କେ ଦିଲ୍ଲୀପ ବାବୁ, ପୂଜା କମିଟି ସଭାପତି ଦିଲ୍ଲୀପ ପାତ୍ର, ସମ୍ପାଦକ ଜନ୍ମ ଞ୍ଜୟ ପାତ୍ର, ଉପ ସଭାପତି ଆନନ୍ଦ ପାତ୍ର, ସତ୍ୟ ନାରାୟଣ ରାଓ, ଯୋଗ ଦେଇ ଥିଲେ l ଏଇ ସର୍ଵ  ପୁରାତନ ତେଲଗୁ ସମ୍ପ୍ରଦାୟ ର ରୀତି ନୀତି ପରମ୍ପରା  ଓ ଯାତ୍ରା କୁ ବଜାୟ ରଖି ଥିବା ବିଷୟ ଆୟୋଜକ କୁ  ଅତିଥି ମାନେ ଖୁବ ପ୍ରଶଂସା କରିଥିଲେ l ବିଧାୟକ ଗୀତ ଗାଈ ଦର୍ଶକ ଙ୍କ ମନ ମୋହିଥିଲେ l ଉଭୟ ଦିବସ ର ସଭାକୁ ଯାତ୍ରା କମିଟି

ସଭାପତି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ସଂଯୋଜନା କରି  ଅତିଥି ସ୍ୱାଗତ କରି ଥିବା ବେଳେ  ଜନ୍ମ ଞ୍ଜୟ ପାତ୍ର ଧନ୍ୟବାଦ ଦେଇଥିଲେ l  ସଦସ୍ୟ ମନୋରଞ୍ଜନ ତ୍ରିପାଠୀ,ବୈକୁଣ୍ଠ ପାତ୍ର, ଅକ୍ଷୟ ପାତ୍ର,  ଦୟାନନ୍ଦ ପାତ୍ର,  ଗୋବିନ୍ଦ ପାତ୍ର, ପୁରୁଷୋତ୍ତମ ପାତ୍ର, ସନ୍ତୋଷ ପାତ୍ର, ନାରାୟଣ ରଥ, ଶ୍ରୀରାମ ପାତ୍ର, ସ୍ୱାଗତଂ ପାତ୍ର, ସୁଦର୍ଶନ ପାତ୍ର, ବିଶ୍ୱନାଥ ପାତ୍ର, ନାଗେସୁ ପାତ୍ର, ମନୋଜ ପାତ୍ର, ଚିତ୍ତ ରଞ୍ଜନ ପାତ୍ର, ପ୍ରମୁଖ  ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଆଜି  ହରିଓଁ  ମେଲୋଡି ର ସମ୍ବଲପୁରୀ  ସଂଗୀତକୁ  ବିଳମ୍ବିତ ରାତି ଯାଏ ହଜାର ହଜାର  ଦର୍ଶକ  ଉପ ଭୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   04-Sep-2026
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026

You Might Also Like