-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||     

HOME   ରାଜନୀତି

ରାଜ୍ୟସଭା ରେ ସମ୍ବିଧାନ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଆଦେଶ ସଂଶୋଧନ ବିଲ ୨୦୨୨ ଆଲୋଚନାରେ ଅଂଶଗ୍ରହଣ କଲେ ସାଂସଦ ନିରଞ୍ଜନ ବିଶି

14-Dec-2022



ବଲାଙ୍ଗିର/ଲୋକସଭା ରେ  ସମ୍ବିଧାନ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଆଦେଶ ଦ୍ଵିତୀୟ ସଂଶୋଧନ ବିଲ (ଉତ୍ତରପ୍ରଦେଶ) ୨୦୨୨ ବିଲ ମଞ୍ଜୁରୀ ହେଲାପରେ ରାଜ୍ୟସଭା ରେ ଉକ୍ତ ବିଲ ଆଲୋଚନା ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ବିଲ ଆଗତ କରିଥିଲେ l  ଉକ୍ତ ବିଲ ଉପରେ ପ୍ରସ୍ତାବ ବିଚାର ଆଲୋଚନା ଏବଂ ସମର୍ଥନ ପାଇଁ ରାଜ୍ୟସଭା  ସାଂସଦ ନିରଞ୍ଜନ ବିଶି  ବିଜେଡି ତରଫରୁ ଆଲୋଚନରେ ଅଂଶଗ୍ରହଣ କରିଥିଲେ l ଉତ୍ତରପ୍ରଦେଶ ରାଜ୍ୟର  ନୂତନ ଭାବରେ ଗଠିତ ଚାରିଟି ଜ଼ିଲ୍ଲା ଶନ୍ତକବିରନଗର, କୁସିନଗର,ଶନ୍ତ ରବୀଦାସନଗର ଏବଂ ଚନ୍ଦଉଳି ଜ଼ିଲ୍ଲା ରେ ଗଣ୍ଡ, ରାଜଗଣ୍ଡ, ଧୂରିଆ, ନାୟକ, ଓଝା,ପଥlରି ସମ୍ପ୍ରଦାୟକୁ ଅନୁସୂଚିତ ଜାତି(SC) ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା l ଦେଶର ଅନ୍ୟ ରାଜ୍ୟରେ ଗଣ୍ଡ ,ରାଜ ଗଣ୍ଡ,ଧୂରିଆ, ନାୟକ, ଓଝା,ପଥlରି ଅନୁସୂଚିତ ଜନଜାତି(ST) ରେ ସାମିଲ ଅଛନ୍ତି l ତେବେ ଗଣ୍ଡ ଗଣ୍ଡ, ରାଜ ଗଣ୍ଡ, ଧୂରିଆ, ନାୟକ,ଓଝା,ପଥlରି  ସମ୍ପ୍ରଦାୟ କୁ ଅନୁସୂଚିତ ଜନଜାତି  ତାଲିକାରେ ସାମିଲ କରିବା ପ୍ରସ୍ତାବକୁ ବିଜେଡି ତରଫରୁ  ସାଂସଦ ଶ୍ରୀ ବିଶି ସମର୍ଥନ କରିଥିଲେ l ଏହି ଅବସରରେ  ଓଡିଶାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୧୪୯ ଜନଜାତି ମଧ୍ୟରେ ସଅର କୁ ଶବର,ସହରା,ସଓରା ଆଦିବାସୀ ତାଲିକାରେ ଥିବା କ୍ରମିକ ସଂଖ୍ୟା 59 ସମୃକ୍ତି କରିବା ସେହିଭଳି ତlମlଡ଼ିଆ,ପୁରାଣ, ତlମୁଡ଼ିଆ, ତମରିଆ,ଭଗତା, ଭୁକ୍ତା,ଦୁରୁଆ,କଳଙ୍ଗା,ନାକାସିଆ,ପାବା,ଖଣ୍ଡାୟତ ଭୂୟାଁ,ଚାପୁଆ କମାର, କନ୍ଧିଆ ସମ୍ପ୍ରଦାୟକୁ ଓଡିଶା ଆଦିବାସୀ ତାଲିକାରେ  କୁ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ କରିବାସହିତ ଓଡିଶା ଆଦିବାସୀ ତାଲିକାରେ ଥିବା ଆଦିବାସୀ ଗୋଷ୍ଠୀ ଝୋଡ଼ିଆ, ଜଡ଼ିଆ, କନ୍ଧ କୁମ୍ଭାର,ଚୁକଟିଆ ଭୁଞ୍ଜିଆ,! ମାଙ୍କିଡିଆ, ପୋର୍ଜା,ବଣ୍ଡlପରଜା, ଧୂରୁଆ, ପହରିଆ, ପାଉଡି ଭୂୟାଁ ସମ୍ପ୍ରଦାୟ ର ଅଂଶବଂଶର  ଆଦିବାସୀ ମାନଙ୍କୁ ତୁରନ୍ତ ସମ୍ପୃକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ ଉପସ୍ଥାପନ କରିଥିଲେ l ଏହା ସହିତ ଓଡିଶା ର ଅନୁସୂଚିତ ଜାତି ତାଲିକାରେ ଚମ୍ଭାର,ଚିକ,ଚିକ ବଡlଇକ, ଶିଆଳ,ମହରl,ମୋହରl,ମହରା ସମ୍ପ୍ରଦାୟକୁ ଅନ୍ତର୍ଭୂକ୍ତ କରିବାକୁ ପଦକ୍ଷେପ ନେବାକୁ ସାଂସଦ ଶ୍ରୀ ବିଶି କେନ୍ଦ୍ର ସରକାରଙ୍କୁ ଦାବୀ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026

You Might Also Like