-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
14-Dec-2022
ପାଟଣାଗଡ (ପୁର୍ଣ୍ଣ ଶଶୀ ଶେଖର ରାଓ) ରାଜ୍ୟ ସଭାସାଂସଦ ନିରଞ୍ଜନ ବିଶିଙ୍କ ପାଟଣାଗଡ ବ୍ଲକର ମୃତ୍ତିକାସଂରକ୍ଷଣ ବିଭାଗ ର ନୋମିନୀ ଭାବେ ଲଲିତ ମଲ୍ଲିକ ମନୋନୀତ ହୋଇଛନ୍ତି । ଆଜି ସ୍ଥାନୀୟ ମୃତ୍ତିକ ସଂରକ୍ଷଣ ବିଭାଗ କାର୍ଯ୍ୟାଳୟ ଙ୍କୁ ଯାଇ ତାଙ୍କ ମନୋନୀତ ପତ୍ରକୁ ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ ରଜନୀ କୁମ୍ଭାର ଙ୍କୁ ପ୍ରଦାନ କରିଥିଲେ । ଏଥିରେ ରାଜ୍ୟସଭା ସାଂସଦ ଙ୍କ ବ୍ଳକ ନୋମିନୀ ସନ୍ତୋଷିନୀ ବିଶି,ରାଜସ୍ବ ନୋମିନୀ ହୃଷିକେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।ମୃତ୍ତିକା ସଂରକ୍ଷଣ ବିଭାଗ ରେ ରାଜ୍ୟସଭା ସାସଂଦ ଙ୍କ ନୋମିନୀ ମନୋନୀତ ହୋଇଥିବା ରୁ ଶ୍ରୀ ମଲ୍ଲିକ ଙ୍କୁ ବିଭିନ୍ନ ମହଳରୁ ଶୁଭେଚ୍ଛା ର ଶୁଅ ଛୁଟିଛି ।